ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଅନ୍ୟ ଜଣେ ଆହତ

The Sakala Picture
Published On

କଙ୍କଡାହାଡ଼: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜାତୀୟ ରାଜପଥ ୫୩ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଚାଳକ ମୃତ୍ୟୁବରଣ କରିଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି । ପରଜଙ୍ଗ ଥାନା ଅନ୍ତର୍ଗତ ହାତୀଲୁଚାଣୀ ଛକ ନିକଟରେ ତାଳଚେରରୁ ଏକ କୋଇଲା ବୋଝେଇ ଟ୍ରକ(ଓଡି -୩-ସି-୫୦୫୮ ) ଆସୁଥିବା ବେଳେ ଅନ୍ୟ ଖାଲି ଟ୍ରକଟି(ଓଡି-୧୯-ଇ-୯୭୧୭) ବେପାରୁଆ ଗାଡି ଚାଳନା ଯୋଗୁଁ ଉକ୍ତ ଗାଡିଟି ଯାଇ କୋଇଲା ବୋଝେଇ ଗାଡିକୁ ଧକ୍କା […]

କଙ୍କଡାହାଡ଼: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜାତୀୟ ରାଜପଥ ୫୩ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଚାଳକ ମୃତ୍ୟୁବରଣ କରିଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି । ପରଜଙ୍ଗ ଥାନା ଅନ୍ତର୍ଗତ ହାତୀଲୁଚାଣୀ ଛକ ନିକଟରେ ତାଳଚେରରୁ ଏକ କୋଇଲା ବୋଝେଇ ଟ୍ରକ(ଓଡି -୩-ସି-୫୦୫୮ ) ଆସୁଥିବା ବେଳେ ଅନ୍ୟ ଖାଲି ଟ୍ରକଟି(ଓଡି-୧୯-ଇ-୯୭୧୭) ବେପାରୁଆ ଗାଡି ଚାଳନା ଯୋଗୁଁ ଉକ୍ତ ଗାଡିଟି ଯାଇ କୋଇଲା ବୋଝେଇ ଗାଡିକୁ ଧକ୍କା ଦେଇଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଖବରପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ,ପରଜଙ୍ଗ ଡ୍ରାଇଭର ସଂଘ ସହଯୋଗରେ ଦୁଇ ଗାଡି ଚାଳକକୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଖାଲି ଗାଡ଼ିର ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁ ଘଟିଥିବା ଚାଳକଙ୍କ ଘର ଢେଙ୍କାନାଳ ଜିଲ୍ଲା ଦେଓଗାଁ ସ୍ଥିତ ଅଜୁ ସାହୁ ବୋଲି ପରିଚୟ ମିଳିଛି ଏବଂ ଆହତ ଚାଳକଙ୍କ ଘର ଅନୁଗୋଳ ଜିଲ୍ଲାର କିଶୋରନଗର ସ୍ଥିତ ପିପଳବାହାର ପ୍ରାଣବନ୍ଧୁ ପ୍ରଧାନ ବୋଲି ସୂଚନା ମିଳିଛି । ମୃତ ଚାଳକଙ୍କ ଶବକୁ ପୋଲିସ ଜବତ କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ଦେଇଛନ୍ତି ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

19 Jul 2022 By The Sakala

ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଅନ୍ୟ ଜଣେ ଆହତ

କଙ୍କଡାହାଡ଼: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜାତୀୟ ରାଜପଥ ୫୩ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଚାଳକ ମୃତ୍ୟୁବରଣ କରିଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି । ପରଜଙ୍ଗ ଥାନା ଅନ୍ତର୍ଗତ ହାତୀଲୁଚାଣୀ ଛକ ନିକଟରେ ତାଳଚେରରୁ ଏକ କୋଇଲା ବୋଝେଇ ଟ୍ରକ(ଓଡି -୩-ସି-୫୦୫୮ ) ଆସୁଥିବା ବେଳେ ଅନ୍ୟ ଖାଲି ଟ୍ରକଟି(ଓଡି-୧୯-ଇ-୯୭୧୭) ବେପାରୁଆ ଗାଡି ଚାଳନା ଯୋଗୁଁ ଉକ୍ତ ଗାଡିଟି ଯାଇ କୋଇଲା ବୋଝେଇ ଗାଡିକୁ ଧକ୍କା ଦେଇଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଖବରପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ,ପରଜଙ୍ଗ ଡ୍ରାଇଭର ସଂଘ ସହଯୋଗରେ ଦୁଇ ଗାଡି ଚାଳକକୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଖାଲି ଗାଡ଼ିର ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁ ଘଟିଥିବା ଚାଳକଙ୍କ ଘର ଢେଙ୍କାନାଳ ଜିଲ୍ଲା ଦେଓଗାଁ ସ୍ଥିତ ଅଜୁ ସାହୁ ବୋଲି ପରିଚୟ ମିଳିଛି ଏବଂ ଆହତ ଚାଳକଙ୍କ ଘର ଅନୁଗୋଳ ଜିଲ୍ଲାର କିଶୋରନଗର ସ୍ଥିତ ପିପଳବାହାର ପ୍ରାଣବନ୍ଧୁ ପ୍ରଧାନ ବୋଲି ସୂଚନା ମିଳିଛି । ମୃତ ଚାଳକଙ୍କ ଶବକୁ ପୋଲିସ ଜବତ କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ଦେଇଛନ୍ତି ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ।

https://www.thesakala.in/latest-odisha-news/dhenkanal/two-trucks-collided-one-died-and-one-injured-in-dhenkanal/article-13441
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର