ଦେବଗଡ଼ରେ ଲଜ୍ଜ୍ୟା: ଦ୍ଵିତୀୟ ଶ୍ରେଣୀର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ

The Sakala Picture
Published On

ଦେବଗଡ଼: ଦେବଗଡ଼ରେ ଲଜ୍ଜ୍ୟା । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡ଼ଙ୍ଗ ଗ୍ରାମରେ ଅମାନବୀୟ ଘଟଣା ଘଟିଛି। ଜଣେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିବା ଶିଶୁକନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଗତ ମଙ୍ଗଳବାର ଘଟଣା ଘଟିଥିବା ବେଳେ ଅଭିଯୁକ୍ତର ଧମକ ଯୋଗୁଁ ପାଟି ଫିଟାଉନଥିଲେ ପରିବାର ଲୋକେ। ଶିଶୁକନ୍ୟାର ବାପା ଘରେ ରହୁ ନ ଥିବା ବେଳେ […]

ଦେବଗଡ଼: ଦେବଗଡ଼ରେ ଲଜ୍ଜ୍ୟା । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡ଼ଙ୍ଗ ଗ୍ରାମରେ ଅମାନବୀୟ ଘଟଣା ଘଟିଛି। ଜଣେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିବା ଶିଶୁକନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ଖବର ଅନୁଯାୟୀ, ଗତ ମଙ୍ଗଳବାର ଘଟଣା ଘଟିଥିବା ବେଳେ ଅଭିଯୁକ୍ତର ଧମକ ଯୋଗୁଁ ପାଟି ଫିଟାଉନଥିଲେ ପରିବାର ଲୋକେ। ଶିଶୁକନ୍ୟାର ବାପା ଘରେ ରହୁ ନ ଥିବା ବେଳେ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୂଚନା ପାଇ ଆଜି ଘରକୁ ପହଞ୍ଚବିବା ପରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା ଶିଶୁକନ୍ୟାର ମାଆ । ଅଭିଯୁକ୍ତ ସମ୍ପର୍କୀୟ ମାମୁଁ ହାଡ଼ି ନାଏକ ଫେରାର ରହିିଛି। ଖବର ପାଇ ଏସଡ଼ିପିଓ ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘଟଣାର ତଦନ୍ତ ଆରମ୍ଭ  କରିଛନ୍ତି। ଅଭିଯୁକ୍ତକୁ ଧରିବାକୁ ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

22 Dec 2023 By The Sakala

ଦେବଗଡ଼ରେ ଲଜ୍ଜ୍ୟା: ଦ୍ଵିତୀୟ ଶ୍ରେଣୀର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ

ଦେବଗଡ଼: ଦେବଗଡ଼ରେ ଲଜ୍ଜ୍ୟା । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡ଼ଙ୍ଗ ଗ୍ରାମରେ ଅମାନବୀୟ ଘଟଣା ଘଟିଛି। ଜଣେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିବା ଶିଶୁକନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ଗତ ମଙ୍ଗଳବାର ଘଟଣା ଘଟିଥିବା ବେଳେ ଅଭିଯୁକ୍ତର ଧମକ ଯୋଗୁଁ ପାଟି ଫିଟାଉନଥିଲେ ପରିବାର ଲୋକେ। ଶିଶୁକନ୍ୟାର ବାପା ଘରେ ରହୁ ନ ଥିବା ବେଳେ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୂଚନା ପାଇ ଆଜି ଘରକୁ ପହଞ୍ଚବିବା ପରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା ଶିଶୁକନ୍ୟାର ମାଆ । ଅଭିଯୁକ୍ତ ସମ୍ପର୍କୀୟ ମାମୁଁ ହାଡ଼ି ନାଏକ ଫେରାର ରହିିଛି। ଖବର ପାଇ ଏସଡ଼ିପିଓ ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘଟଣାର ତଦନ୍ତ ଆରମ୍ଭ  କରିଛନ୍ତି। ଅଭିଯୁକ୍ତକୁ ଧରିବାକୁ ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର