ଶ୍ରୀମନ୍ଦିର ଚୌହଦିରୁ ପୁଣି ଉଚ୍ଛେଦ

The Sakala Picture
Published On

ପୁରୀ : ଦୀର୍ଘଦିନ ପରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଶ୍ରୀମନ୍ଦିରର ଦକ୍ଷିଣ ପଶ୍ଚିମ କୋଣ ଗାଣ୍ଡୁଆଚଉରା ଛକ ସନ୍ନିକଟ ବାସେଳୀସାହୀ ମୌଜାରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ବାସେଳୀସାହୀ ମନ୍ଦିର ନିକଟରେ ଥିବା କୁମୁଦିନି ଗୁରୁ, ରବିନାରାୟଣ ଦାସ, ଗୋବିନ୍ଦ ମହାନ୍ତିଙ୍କ ପ୍ଲଟରେ ଥିବା କୋଠାଗୁଡିକୁ ଉଚ୍ଛେଦ କରାଯାଉଛି । ଉଚ୍ଛେଦ କାର୍ଯ୍ଯରେ ଗୋଟିଏ ଜେସିବି ସହିତ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ଉପଜିଲ୍ଲାପାଳ ଭବତାରଣ […]

ପୁରୀ : ଦୀର୍ଘଦିନ ପରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଶ୍ରୀମନ୍ଦିରର ଦକ୍ଷିଣ ପଶ୍ଚିମ କୋଣ ଗାଣ୍ଡୁଆଚଉରା ଛକ ସନ୍ନିକଟ ବାସେଳୀସାହୀ ମୌଜାରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ବାସେଳୀସାହୀ ମନ୍ଦିର ନିକଟରେ ଥିବା କୁମୁଦିନି ଗୁରୁ, ରବିନାରାୟଣ ଦାସ, ଗୋବିନ୍ଦ ମହାନ୍ତିଙ୍କ ପ୍ଲଟରେ ଥିବା କୋଠାଗୁଡିକୁ ଉଚ୍ଛେଦ କରାଯାଉଛି । ଉଚ୍ଛେଦ କାର୍ଯ୍ଯରେ ଗୋଟିଏ ଜେସିବି ସହିତ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଉଚ୍ଛେଦ କାର୍ଯ୍ୟ ଜାରୀ ରହିଛି। ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଜମି ଅଧିଗ୍ରହଣ ସରିଛି।ଏହା ଏକ ଜନଗହଳିପୁର୍ଣ୍ଣ ସ୍ଥାନ ହୋଇଥିବାରୁ ଅଗ୍ନିଶମ,ଜନ ସ୍ୱାସ୍ଥ୍ୟ,ବିଦ୍ୟୁତ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

07 Aug 2021 By The Sakala

ଶ୍ରୀମନ୍ଦିର ଚୌହଦିରୁ ପୁଣି ଉଚ୍ଛେଦ

ପୁରୀ : ଦୀର୍ଘଦିନ ପରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଶ୍ରୀମନ୍ଦିରର ଦକ୍ଷିଣ ପଶ୍ଚିମ କୋଣ ଗାଣ୍ଡୁଆଚଉରା ଛକ ସନ୍ନିକଟ ବାସେଳୀସାହୀ ମୌଜାରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ବାସେଳୀସାହୀ ମନ୍ଦିର ନିକଟରେ ଥିବା କୁମୁଦିନି ଗୁରୁ, ରବିନାରାୟଣ ଦାସ, ଗୋବିନ୍ଦ ମହାନ୍ତିଙ୍କ ପ୍ଲଟରେ ଥିବା କୋଠାଗୁଡିକୁ ଉଚ୍ଛେଦ କରାଯାଉଛି । ଉଚ୍ଛେଦ କାର୍ଯ୍ଯରେ ଗୋଟିଏ ଜେସିବି ସହିତ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଉଚ୍ଛେଦ କାର୍ଯ୍ୟ ଜାରୀ ରହିଛି। ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଜମି ଅଧିଗ୍ରହଣ ସରିଛି।ଏହା ଏକ ଜନଗହଳିପୁର୍ଣ୍ଣ ସ୍ଥାନ ହୋଇଥିବାରୁ ଅଗ୍ନିଶମ,ଜନ ସ୍ୱାସ୍ଥ୍ୟ,ବିଦ୍ୟୁତ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର