କୋଭିଡ୍ ନିୟମ ଉଲଙ୍ଘନ୍ନ: ସିମରିଙ୍ଗ ପ୍ଲେ ସ୍କୁଲକୁ ସିଲ୍ କଲା ସିଏମସି

The Sakala Picture
Published On

କଟକ: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକ ସିଡିଏ ସେକ୍ଟର-୯ ସ୍ଥିତ ସିମରିଙ୍ଗ ସ୍କୁଲକୁ ସିଲ୍ କଲା ସିଏମସି । ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ଥିଲେ ବି ସ୍କୁଲ ଚାଲିଥିଲା । ଏହି ସ୍କୁଲ ଛୋଟ ଛୋଟ ପିଲାଙ୍କୁ ନାଚ ଶିକ୍ଷା ଦିଆଯାଉଥିଲା । ସିଏମସି ସ୍କ୍ବାଡ୍ ଚଢାଉ କରି ସ୍କୁଲକୁ ସିଲ୍ କରିଛି । ଚଢ଼ାଉ ବେଳ ଅନେକ କୁନିକୁନି ପିଲା ସ୍କୁଲରେ ଥିଲେ।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

07 Jan 2022 By The Sakala

କୋଭିଡ୍ ନିୟମ ଉଲଙ୍ଘନ୍ନ: ସିମରିଙ୍ଗ ପ୍ଲେ ସ୍କୁଲକୁ ସିଲ୍ କଲା ସିଏମସି

କଟକ: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକ ସିଡିଏ ସେକ୍ଟର-୯ ସ୍ଥିତ ସିମରିଙ୍ଗ ସ୍କୁଲକୁ ସିଲ୍ କଲା ସିଏମସି । ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ଥିଲେ ବି ସ୍କୁଲ ଚାଲିଥିଲା । ଏହି ସ୍କୁଲ ଛୋଟ ଛୋଟ ପିଲାଙ୍କୁ ନାଚ ଶିକ୍ଷା ଦିଆଯାଉଥିଲା । ସିଏମସି ସ୍କ୍ବାଡ୍ ଚଢାଉ କରି ସ୍କୁଲକୁ ସିଲ୍ କରିଛି । ଚଢ଼ାଉ ବେଳ ଅନେକ କୁନିକୁନି ପିଲା ସ୍କୁଲରେ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର