ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ ପ୍ରତିଷ୍ଠାନର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ପୁରୀ : କୃଷ୍ଣପ୍ରସାଦ ବ୍ଲକ ଶିଆଣ୍ଡି ପଞ୍ଚାୟତ ଗୋପାଳପୁରଠାରେ ନୂତନ ଭାବେ ବିଜୁପଟ୍ଟନାୟକ ଶିଳ୍ପ ତାଲିମ ପ୍ରତିଷ୍ଠାନ ନିର୍ମାଣ ହୋଇଛି। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି। ଏହା କୃଷ୍ଣପ୍ରସାଦ ବ୍ଲକର ଚିଲିକା ପାର୍ଶ୍ବରେ ଥିବା ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ପ୍ରତିଷ୍ଠାନ ବେଶ୍‍ ସହାୟକ ହେବ। ଏଭଳି ଲକ୍ଷ୍ୟ ନେଇ ଏହି ଶିକ୍ଷାନୁଷ୍ଠାନ ନିର୍ମାଣ କରିଛନ୍ତି ରାଜ୍ୟ ସରକାର। ଏଠାରେ ଶିକ୍ଷା ଗ୍ରହଣ ଲାଗି ପିଲାମାନଙ୍କ ପାଇଁ […]

ପୁରୀ : କୃଷ୍ଣପ୍ରସାଦ ବ୍ଲକ ଶିଆଣ୍ଡି ପଞ୍ଚାୟତ ଗୋପାଳପୁରଠାରେ ନୂତନ ଭାବେ ବିଜୁପଟ୍ଟନାୟକ ଶିଳ୍ପ ତାଲିମ ପ୍ରତିଷ୍ଠାନ ନିର୍ମାଣ ହୋଇଛି। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି। ଏହା କୃଷ୍ଣପ୍ରସାଦ ବ୍ଲକର ଚିଲିକା ପାର୍ଶ୍ବରେ ଥିବା ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ପ୍ରତିଷ୍ଠାନ ବେଶ୍‍ ସହାୟକ ହେବ। ଏଭଳି ଲକ୍ଷ୍ୟ ନେଇ ଏହି ଶିକ୍ଷାନୁଷ୍ଠାନ ନିର୍ମାଣ କରିଛନ୍ତି ରାଜ୍ୟ ସରକାର। ଏଠାରେ ଶିକ୍ଷା ଗ୍ରହଣ ଲାଗି ପିଲାମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯାଇଛି।

ଆହୁରି ପଢ଼ନ୍ତୁ: ସୀମା ପୂର୍ଣ୍ଣ ନିର୍ଧାରଣ ଯୋଗୁଁ ଓଡିଶା ବହୁତ କ୍ଷତି ସହିବ, ବିଧାନସଭା ଓ ଲୋକସଭାରେ ଓଡିଶାର ପ୍ରତିନିଧି କମିବ: ଅରୁଣ ସାହୁ

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ଆହୁରି ପଢ଼ନ୍ତୁ: ରାଜଧାନୀରେ BDA ପକ୍ଷରୁ ବଡ଼ଧରଣର ଜବରଦଖଲ ଉଚ୍ଛେଦ, ଘରୁ ମିଳିଲା ପୁଳା ପୁଳା ସିଲିଣ୍ଡର

05 Jan 2022 By The Sakala

ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ ପ୍ରତିଷ୍ଠାନର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : କୃଷ୍ଣପ୍ରସାଦ ବ୍ଲକ ଶିଆଣ୍ଡି ପଞ୍ଚାୟତ ଗୋପାଳପୁରଠାରେ ନୂତନ ଭାବେ ବିଜୁପଟ୍ଟନାୟକ ଶିଳ୍ପ ତାଲିମ ପ୍ରତିଷ୍ଠାନ ନିର୍ମାଣ ହୋଇଛି। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି। ଏହା କୃଷ୍ଣପ୍ରସାଦ ବ୍ଲକର ଚିଲିକା ପାର୍ଶ୍ବରେ ଥିବା ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ପ୍ରତିଷ୍ଠାନ ବେଶ୍‍ ସହାୟକ ହେବ। ଏଭଳି ଲକ୍ଷ୍ୟ ନେଇ ଏହି ଶିକ୍ଷାନୁଷ୍ଠାନ ନିର୍ମାଣ କରିଛନ୍ତି ରାଜ୍ୟ ସରକାର। ଏଠାରେ ଶିକ୍ଷା ଗ୍ରହଣ ଲାଗି ପିଲାମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର