ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲା: ରହସ୍ୟମୟୀ ଯୁବତୀଙ୍କ ପାକିସ୍ତାନ ଲିଙ୍କ୍ ସନ୍ଦେହ, ଏବେ ବି କରୁଛନ୍ତି ଚାଟିଂ

The Sakala Picture
Published On

ଭୁବନେଶ୍ୱର: ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲା।  ରହସ୍ୟମୟୀ ଯୁବତୀଙ୍କର ରହିଛି ପାକିସ୍ତାନ ଲିଙ୍କ । ଏହାସହ ବଡ଼ କଥା ହେଲା, ରହସ୍ୟମୟୀ ଯୁବତୀଙ୍କ ଆଇଏସଆଇ ଲିଙ୍କ ଥିବା ସନ୍ଦେହ। ପାକିସ୍ତାନରୁ ଅପରେଟ୍‌ କରୁଥିବା ଆଇଏସଆଇ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଚିହ୍ନଟ ହୋଇଥିବା ୭ଟି ଫେସବୁକ ଆକାଉଣ୍ଟ ମଧ୍ୟରୁ ୪ଟି ସମ୍ପର୍କରେ ତଥ୍ୟ ମିଳିଛି । ଏବେ ବି କିଛି ଲୋକଙ୍କ ସହ ଚାଟିଂ କରୁଛନ୍ତି ରହସ୍ୟମୟୀ ଯୁବତୀ। ରହସ୍ୟମୟୀଙ୍କର ଥିବା ୭ଟି ଫେସ୍‌ବୁକ୍‌ […]

ଭୁବନେଶ୍ୱର: ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲା।  ରହସ୍ୟମୟୀ ଯୁବତୀଙ୍କର ରହିଛି ପାକିସ୍ତାନ ଲିଙ୍କ । ଏହାସହ ବଡ଼ କଥା ହେଲା, ରହସ୍ୟମୟୀ ଯୁବତୀଙ୍କ ଆଇଏସଆଇ ଲିଙ୍କ ଥିବା ସନ୍ଦେହ। ପାକିସ୍ତାନରୁ ଅପରେଟ୍‌ କରୁଥିବା ଆଇଏସଆଇ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଚିହ୍ନଟ ହୋଇଥିବା ୭ଟି ଫେସବୁକ ଆକାଉଣ୍ଟ ମଧ୍ୟରୁ ୪ଟି ସମ୍ପର୍କରେ ତଥ୍ୟ ମିଳିଛି । ଏବେ ବି କିଛି ଲୋକଙ୍କ ସହ ଚାଟିଂ କରୁଛନ୍ତି ରହସ୍ୟମୟୀ ଯୁବତୀ। ରହସ୍ୟମୟୀଙ୍କର ଥିବା ୭ଟି ଫେସ୍‌ବୁକ୍‌ ଆକାଉଣ୍ଟରୁ କିଛି ଆକ୍ଟିଭ୍‌ ଥିବା ଜଣାପଡ଼ିଛି। ୩ଟି ଇସଲାମବାଦ ଓ ଗୋଟିଏ ରାଓଲପିଣ୍ଡିର ଫେସବୁକ ଆଇଡି ବ୍ୟବହାର ହୋଇଥିଲା । ରହସ୍ୟମୟୀ ପ୍ରକ୍ସି ଆଇପି ବ୍ୟବହାର କରୁଥିଲେ । ଜର୍ମାନ, ଆମେରିକା ଓ ଭାରତର ପ୍ରକ୍ସି ଆଇଡି ବ୍ୟବହାର କରୁଥିଲେ । ଟେକ୍ନିକାଲ ଡାଟା ପାଇଁ ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍‌ସି ରେସପନ୍‌ସ ଟିମ୍‌କୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ ।

ଆହୁରି ପଢ଼ନ୍ତୁ: ପୋଲିସ ବିଭାଗରେ ବଡ଼ ସଂସ୍କାର: ଗୋଟିଏ ଥାନାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି ଅଫିସର

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

06 Oct 2021 By The Sakala

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲା: ରହସ୍ୟମୟୀ ଯୁବତୀଙ୍କ ପାକିସ୍ତାନ ଲିଙ୍କ୍ ସନ୍ଦେହ, ଏବେ ବି କରୁଛନ୍ତି ଚାଟିଂ

ଭୁବନେଶ୍ୱର: ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲା।  ରହସ୍ୟମୟୀ ଯୁବତୀଙ୍କର ରହିଛି ପାକିସ୍ତାନ ଲିଙ୍କ । ଏହାସହ ବଡ଼ କଥା ହେଲା, ରହସ୍ୟମୟୀ ଯୁବତୀଙ୍କ ଆଇଏସଆଇ ଲିଙ୍କ ଥିବା ସନ୍ଦେହ। ପାକିସ୍ତାନରୁ ଅପରେଟ୍‌ କରୁଥିବା ଆଇଏସଆଇ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଚିହ୍ନଟ ହୋଇଥିବା ୭ଟି ଫେସବୁକ ଆକାଉଣ୍ଟ ମଧ୍ୟରୁ ୪ଟି ସମ୍ପର୍କରେ ତଥ୍ୟ ମିଳିଛି । ଏବେ ବି କିଛି ଲୋକଙ୍କ ସହ ଚାଟିଂ କରୁଛନ୍ତି ରହସ୍ୟମୟୀ ଯୁବତୀ। ରହସ୍ୟମୟୀଙ୍କର ଥିବା ୭ଟି ଫେସ୍‌ବୁକ୍‌ ଆକାଉଣ୍ଟରୁ କିଛି ଆକ୍ଟିଭ୍‌ ଥିବା ଜଣାପଡ଼ିଛି। ୩ଟି ଇସଲାମବାଦ ଓ ଗୋଟିଏ ରାଓଲପିଣ୍ଡିର ଫେସବୁକ ଆଇଡି ବ୍ୟବହାର ହୋଇଥିଲା । ରହସ୍ୟମୟୀ ପ୍ରକ୍ସି ଆଇପି ବ୍ୟବହାର କରୁଥିଲେ । ଜର୍ମାନ, ଆମେରିକା ଓ ଭାରତର ପ୍ରକ୍ସି ଆଇଡି ବ୍ୟବହାର କରୁଥିଲେ । ଟେକ୍ନିକାଲ ଡାଟା ପାଇଁ ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍‌ସି ରେସପନ୍‌ସ ଟିମ୍‌କୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର