ସ୍ୱଚ୍ଛ ହେବ ସ୍ମାର୍ଟସିଟି, ବିଏମସି ନେଲା ସ୍ୱତନ୍ତ୍ର ପଦକ୍ଷେପ

The Sakala Picture
Published On

ଭୁବନେଶ୍ୱର: ସ୍ମାର୍ଟସିଟିକୁ ଅଧିକ ସ୍ମାର୍ଟ କରିବା ପାଇଁ ବିଏମସିର ସ୍ୱତନ୍ତ ଅଭିଯାନ । ସ୍ୱଚ୍ଛତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଏବଂ ରାଜଧାନୀକୁ ସ୍ୱଚ୍ଛ ରଖିବା ପାଇଁ ବିଏମସି ନେଇଛି ନିଆରା ପଦକ୍ଷେପ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪ ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ଏହି ୪ ଜଣ ବିଏମସିର ବ୍ରାଣ୍ଡ ଅମ୍ବାସଡ଼ର ହୋଇଛନ୍ତି । ଏହି ତାଲିକାରେ ରହିଛନ୍ତି ସିନେ ତାରକା ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା […]

ଭୁବନେଶ୍ୱର: ସ୍ମାର୍ଟସିଟିକୁ ଅଧିକ ସ୍ମାର୍ଟ କରିବା ପାଇଁ ବିଏମସିର ସ୍ୱତନ୍ତ ଅଭିଯାନ । ସ୍ୱଚ୍ଛତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଏବଂ ରାଜଧାନୀକୁ ସ୍ୱଚ୍ଛ ରଖିବା ପାଇଁ ବିଏମସି ନେଇଛି ନିଆରା ପଦକ୍ଷେପ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪ ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ଏହି ୪ ଜଣ ବିଏମସିର ବ୍ରାଣ୍ଡ ଅମ୍ବାସଡ଼ର ହୋଇଛନ୍ତି । ଏହି ତାଲିକାରେ ରହିଛନ୍ତି ସିନେ ତାରକା ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ , କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ, ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ବିଏମସି ସ୍ୱଚ୍ଛତାକୁ ବେସ ଗୁରୁତ୍ୱ ପ୍ରଦାନ କରିଛି । ଏହି ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ସାମିଲ ହେବେ ସମସ୍ତେ । ବିଏମସିର ବ୍ରାଣ୍ଡ ଅମ୍ବାସଡ଼ର ହୋଇଥିବା ଏହି ୪ ପ୍ରସିଦ୍ଧି ବ୍ୟକ୍ତି ରାଜଧାନୀବାସୀଙ୍କୁ ସଚେତନ କରିବେ । ସ୍ମାର୍ଟସିଟିରେ ବିଭିନ୍ନ ସ୍ଥାନରେ ଏହି ବ୍ୟକ୍ତି ବିଶେଷଙ୍କର ଲାଗିବ ହୋର୍ଡିଂ ଓ ପୋଷ୍ଟର ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

24 Feb 2022 By The Sakala

ସ୍ୱଚ୍ଛ ହେବ ସ୍ମାର୍ଟସିଟି, ବିଏମସି ନେଲା ସ୍ୱତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର: ସ୍ମାର୍ଟସିଟିକୁ ଅଧିକ ସ୍ମାର୍ଟ କରିବା ପାଇଁ ବିଏମସିର ସ୍ୱତନ୍ତ ଅଭିଯାନ । ସ୍ୱଚ୍ଛତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଏବଂ ରାଜଧାନୀକୁ ସ୍ୱଚ୍ଛ ରଖିବା ପାଇଁ ବିଏମସି ନେଇଛି ନିଆରା ପଦକ୍ଷେପ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪ ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ଏହି ୪ ଜଣ ବିଏମସିର ବ୍ରାଣ୍ଡ ଅମ୍ବାସଡ଼ର ହୋଇଛନ୍ତି । ଏହି ତାଲିକାରେ ରହିଛନ୍ତି ସିନେ ତାରକା ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ , କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ, ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ରହିଛନ୍ତି ।

ବିଏମସି ସ୍ୱଚ୍ଛତାକୁ ବେସ ଗୁରୁତ୍ୱ ପ୍ରଦାନ କରିଛି । ଏହି ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ସାମିଲ ହେବେ ସମସ୍ତେ । ବିଏମସିର ବ୍ରାଣ୍ଡ ଅମ୍ବାସଡ଼ର ହୋଇଥିବା ଏହି ୪ ପ୍ରସିଦ୍ଧି ବ୍ୟକ୍ତି ରାଜଧାନୀବାସୀଙ୍କୁ ସଚେତନ କରିବେ । ସ୍ମାର୍ଟସିଟିରେ ବିଭିନ୍ନ ସ୍ଥାନରେ ଏହି ବ୍ୟକ୍ତି ବିଶେଷଙ୍କର ଲାଗିବ ହୋର୍ଡିଂ ଓ ପୋଷ୍ଟର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର