ବିଜେପି ଛାଡ଼ିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

The Sakala Picture
Published On

ସତ୍ୟବାଦୀ: ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ । ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ମୁଖପାତ୍ର ଥିଲେ ରମାରଞ୍ଜନ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ସେ ଇସ୍ତଫା ଦେବା ସହ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ରମାରଞ୍ଜନ ଇସ୍ତଫାପତ୍ରରେ ଲେଖିଛନ୍ତି ବର୍ଷ ବର୍ଷ ଧରି ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ନିଷ୍ଠାରସହ ତୁଲାଇଛି କିନ୍ତୁ ଦଳ କ୍ରମାଗତ ଭାବେ ସତ୍ୟବାଦୀ ଏବଂ ମୋତେ […]

ସତ୍ୟବାଦୀ: ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ । ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ମୁଖପାତ୍ର ଥିଲେ ରମାରଞ୍ଜନ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ସେ ଇସ୍ତଫା ଦେବା ସହ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ରମାରଞ୍ଜନ ଇସ୍ତଫାପତ୍ରରେ ଲେଖିଛନ୍ତି ବର୍ଷ ବର୍ଷ ଧରି ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ନିଷ୍ଠାରସହ ତୁଲାଇଛି କିନ୍ତୁ ଦଳ କ୍ରମାଗତ ଭାବେ ସତ୍ୟବାଦୀ ଏବଂ ମୋତେ ପ୍ରତାରିତ କରିଛି । ଏଣୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଗାଁକୁ ପହଞ୍ଚି ପାରିଲାନି ଆମ୍ୱୁଲାନ୍ସ, ଟ୍ରାକ୍ଟରରେ ହସ୍ପିଟାଲ ଯିବା ବେଳେ ସନ୍ତାନ ପ୍ରସବ କଲେ ମହିଳା

16 May 2024 By The Sakala

ବିଜେପି ଛାଡ଼ିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

ସତ୍ୟବାଦୀ: ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ । ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ମୁଖପାତ୍ର ଥିଲେ ରମାରଞ୍ଜନ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ସେ ଇସ୍ତଫା ଦେବା ସହ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ରମାରଞ୍ଜନ ଇସ୍ତଫାପତ୍ରରେ ଲେଖିଛନ୍ତି ବର୍ଷ ବର୍ଷ ଧରି ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ନିଷ୍ଠାରସହ ତୁଲାଇଛି କିନ୍ତୁ ଦଳ କ୍ରମାଗତ ଭାବେ ସତ୍ୟବାଦୀ ଏବଂ ମୋତେ ପ୍ରତାରିତ କରିଛି । ଏଣୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର