ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ବିଜେଡିର ୟୁଥ୍‌ ବ୍ରିଗେଡ

The Sakala Picture
Published On

ଭୁବନେଶ୍ବର : ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ନିର୍ବାଚନ ଆଗରୁ ସଙ୍ଗଠନକୁ ଆହୁରି ମଜଭୁତ କରିବା ସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚିାଇବା ଯୋଜନା କରିଛି ବିଜେଡି। ଏଥି ସହିତ ଚଳିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ  ନୂଆ ରଣନୀତି ଆପଣେଇବା ସହ ଯୁବ ଓ ଛାତ୍ର ବିଜେଡିକୁ ଦେଇଛି ଗୁରୁ ଦାୟିତ୍ବ। ୧୪୭ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ଛାତ୍ର ଓ ଯୁବ କର୍ମକର୍ତ୍ତା ଗାଁ ଗାଁ ବୁଲି ବିଜେଡି ସପକ୍ଷରେ […]

ଭୁବନେଶ୍ବର : ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ନିର୍ବାଚନ ଆଗରୁ ସଙ୍ଗଠନକୁ ଆହୁରି ମଜଭୁତ କରିବା ସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚିାଇବା ଯୋଜନା କରିଛି ବିଜେଡି। ଏଥି ସହିତ ଚଳିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ  ନୂଆ ରଣନୀତି ଆପଣେଇବା ସହ ଯୁବ ଓ ଛାତ୍ର ବିଜେଡିକୁ ଦେଇଛି ଗୁରୁ ଦାୟିତ୍ବ। ୧୪୭ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ଛାତ୍ର ଓ ଯୁବ କର୍ମକର୍ତ୍ତା ଗାଁ ଗାଁ ବୁଲି ବିଜେଡି ସପକ୍ଷରେ ଜନମତ ସୃଷ୍ଟି କରିବା ସହ ଓ୍ବାର୍ଡ ଗୁଡ଼ିକରେ ସଂଗଠନ ଅଧିକ ମଜବୁତ କରିବାରେ ପ୍ରମୁଖ ଭୂମିକା ନେବେ। ଏନେଇ ଭୁବନେଶ୍ୱରରେ ଆୟୋଜିତ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀରେ ଯୁବ ଛାତ୍ରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ବରିଷ୍ଠ ନେତା ।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

ଆଜି ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବରମୁଣ୍ଡା ପଡିଆ ଠାରେ ବିଶାଳ ନେତୃତ୍ୟ ସମ୍ବିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା , ବିଧାୟକ ତଥା ବରିଷ୍ଠ ଉପସଭାପତି ଓ ବରିଷ୍ଠ ପର୍ଯ୍ୟବେକ୍ଷକ  ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ଼ ଅଧକ୍ଷ  ସଞ୍ଜୟ ଦାସ ବର୍ମା, ଓଡିଶା ମୋ ପରିବାର ଆବାହକ  ଅରୂପ ପଟ୍ଟନାୟକ,  ବିଧାୟକ ଉତ୍ତର ଭୁବନେଶ୍ୱର ତଥା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତ, ବିଧାୟକ ଧର୍ମଶାଳା ତଥା ରାଜ୍ୟ ସମ୍ପାଦକ ଯୁବ ଛାତ୍ର ବ୍ୟାପାର  ପ୍ରଣବ ବଳବନ୍ତରାୟ ,ବିଧାୟକ ମଧ୍ୟ ଭୁବନେଶ୍ୱର  ଅନନ୍ତ ନାରାୟଣ ଜେନା,  ବିଧାୟକ ଚାନ୍ଦବାଲି ତଥା ରାଜ୍ୟ ସଭାପତି ବିଜୁ ଯୁବ ଜନତା ଦଳ  ବ୍ୟୋମକେଶ ରାୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଏହାପରେ  ଭୁବନେଶ୍ୱର ଜିଲ୍ଲା ଯୁବ ସଭାପତି ସମରେଶ ବେଉରା ଙ୍କ ଦ୍ବାରା ସଭା ପରିଚାଳନା ଓ  ସନ୍ତୋଷ ବେଜ୍ ତାଙ୍କ ଦ୍ୱାରା ମଞ୍ଚ ପରିଚାଳନା ହେଇଥିଲା। ଆଗାମୀ ଦିନରେ ଭୁବନେଶ୍ୱର ମୁନିସପାଲଟି ନିର୍ବାଚନ ଓ ଯୁବ ଛାତ୍ର ଜନତା ଦଳ କୁ କିପରି ସଶକ୍ତିକରଣ କରାଯିବ, ବିଜୁ ଯୁବ ଜନତା ଦଳର କାର୍ଯ୍ୟକ୍ରମ କୁ କିପରି ଘରେ ଘରେ ପହଂଚାଯିବା ବୋଲି ମାନ୍ୟବର ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ବାର୍ତ୍ତା ପ୍ରଦାନ କରିଥିଲେ।ଏଥିରେ ଦୁଇଟି ପ୍ରସ୍ତାବ ପାରିତ ହେଇଥିଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ଜିଲ୍ଲା ସମ୍ପାଦକ ବିଜୟ ଗୋଛୟତ୍, ଜିଲ୍ଲା ସଂପାଦକ ରାଜେଶ୍ ରାୟ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଉପସଭାପତି ଶିବପ୍ରସଦ ମହାପାତ୍ର, ଉପସଭାପତି ସମ୍ବିତ୍ ମହାନ୍ତି ଉପସ୍ଥାପନ କରିଥିଲେ।

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

ଜିଲ୍ଲା ଯୁବ ସଭାପତି  ସମରେଶ ବେଉରା, ଜିଲ୍ଲା ଛାତ୍ର  ସଭାପତି ସୁବାଷ ସାହୁ, ଜୋନ୍ ସଭାପତି ଯୁବ ଜନତା ଦଳ ବିଜୟ କେତନ ସାହୁ ଓ ଜୋନ୍ ସଭାପତି ଛାତ୍ର ଜନତା ଦଳ  ଭଗବାନ ସାହୁ ଅଭିଭାଷଣ ପ୍ରଦାନ କରିଥିଲା। ସେହିପରି  ମନ୍ଦାକିନୀ କର, ଯୁବ ଜନତା ଦଳ ର ବରିଷ୍ଠ ଉପସଭାପତି ଧ୍ରୁତି ରଞ୍ଜନ ମାର୍ଥା ,ସମ୍ପାଦକ ଦୀପକ ଜେନା ବିଜୁ ଛାତ୍ର ଜନତା ଦଳ ର ମହାସଚିବ ଇପ୍ସିତା ସାହୁ , ରାଜେଶ୍ ରାଜ୍ ସ୍ବାଇଁ, ବରିଷ୍ଠ ଉପସଭାପତି ଅଜିତ ବେହେରା, ଶ୍ରୀଚନ୍ଦନ ପାତ୍ର, ସ୍ଵାଗତିକା ମହାନ୍ତି ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସୋସିଆଲ ମେଡିଆ ସଂଯୋଜକ  ରୋହିତ୍ କୁମାର ପାତ୍ର ଙ୍କ ଦ୍ଵାରା ଏକ ଡୋକୁମେଣ୍ଟାରି ଭିଡ଼ିଓ ଉପସ୍ଥାପନ କରିଥିଲେ ଯାହା କୁ କଣ୍ଠ ଦେଇଥିଲେ ଶ୍ରୀମତି ସୁଚିସ୍ମିତା ସାହୁ । ତାପରେ ଜିଲ୍ଲା ଉପସଭାପତି ରାଜେଶ୍ ପାତ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଜଣାଇଥିଲେ। ଏଥିରେ ରାଜ୍ୟ ବିଜୁ ଜନତା ଦଳର  ତାରିଣୀ ପ୍ରସାଦ ନାୟକ,  ଆଦ୍ୟ ପ୍ରାଣ ସୁବୁଦ୍ଧି ,ସୋଫିଆ ଆଲାମ, ମଧୁସ୍ମିତା ପରିଡା,ମଧୁସ୍ମିତା ନାୟକ,ଶ୍ରୀ ଶୁଭ୍ରଜିତ ପଢି, ସୌମ୍ୟ ରଞ୍ଜନ ତ୍ରିପାଠୀ,ସୋନାଲି ପ୍ରିୟଦର୍ଶିନୀ, ଲଗ୍ନଦୀପ ମିଶ୍ର,  ବାସୁଦେବ ସାହ, ଅଫତାଵ ଆଲାମ୍ ଖାନ୍ ,ପୁରନେନ୍ଦୁ ପୂଜାପଣ୍ଡା, ଦୀପକ କୁମାର ମହାପାତ୍ର, ବିଜୁ ଯୁବ ଜନତା ଦଳ ଜିଲ୍ଲା ର ମନୋରଞ୍ଜନ ଦାସ, ମାଧବ ରାଉତ , ଅଲିୟଲ ମଲ୍ଲିକ, ସୂର୍ଯ୍ୟକାନ୍ତ ଜେନା,ଗଣେଶ୍ୱର ସହୁ ଆଲୋକ ଛୋଟରାୟ, ଅରୁଣ କୁମାର ମହାନ୍ତି, ଗଗନ ପଣ୍ଡା, କଳିସିଂ,ସମୀର ବେହେରା, ରାହୁଲ ହାଲୀ, ଏସ୍ କେ ରୁର୍ଫାନ୍,ହିମାଂଶୁ ଶେଖର ଦାସ, ରାକେଶ୍ ମଲ୍ଲିକ, ଭରତ ଭୂଷଣ ଚମ୍ପତି, ଯୁଗଳ କିଶୋର ନାୟକ ଓ ଜି ରିଦ୍ର ଓ ଯୋଗେଶ୍ ଜେନା ଯୋଗ ଦେଇଥିଲେ ବୋଲି ଜିଲ୍ଲା ସୋସିଆଲ ମେଡିଆ ସଂଯୋଜକ ତଥା ଡିଜିଟାଲ ସମ୍ପାଦକ  ରୋହିତ୍ କୁମାର ପାତ୍ର ଜଣାଇଛନ୍ତି।

17 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର