ସମ୍ବଲପୁରରେ ୯ଟି ଜୋନରେ ବିଜେଡି ବିଜୟୀ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୯ଟି ଜୋନରେ ବିଜେଡିର ବାଜମାତ୍ । ଜିଲ୍ଲାର ବାମରା ଜୋନ ୧ରେ ବିଜେଡି କୃଷ୍ଣଚନ୍ଦ୍ର ଟପ୍ପୋ ୭୬୬୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଧନକଉଡ଼ା ୧ରେ ବିଜେଡି ପ୍ରାର୍ଥୀ ସୁନୀଲ କୁମାର ମିଶ୍ର ୮ ହଜାର ୨୭ ଭୋଟ ବ୍ୟବଧାନରେ ବଜୟୀ ହୋଇଛନ୍ତି । ଜମେନକିରା ବ୍ଲକ ଜୋନ ୧ରେ ବିଜେଡିର ସୁଜାତା ଖୁଣ୍ଟିଆ ୭୭୯୩ ଭୋଟ ବ୍ୟବଧାନରେ ବିଜୟୀ । ସମ୍ବଲପୁର ଜିଲ୍ଲା ଯୁଜୁମୁରା ଜୋନ ୧ରେ ବିଜେଡି କବିତା […]

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୯ଟି ଜୋନରେ ବିଜେଡିର ବାଜମାତ୍ । ଜିଲ୍ଲାର ବାମରା ଜୋନ ୧ରେ ବିଜେଡି କୃଷ୍ଣଚନ୍ଦ୍ର ଟପ୍ପୋ ୭୬୬୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଧନକଉଡ଼ା ୧ରେ ବିଜେଡି ପ୍ରାର୍ଥୀ ସୁନୀଲ କୁମାର ମିଶ୍ର ୮ ହଜାର ୨୭ ଭୋଟ ବ୍ୟବଧାନରେ ବଜୟୀ ହୋଇଛନ୍ତି । ଜମେନକିରା ବ୍ଲକ ଜୋନ ୧ରେ ବିଜେଡିର ସୁଜାତା ଖୁଣ୍ଟିଆ ୭୭୯୩ ଭୋଟ ବ୍ୟବଧାନରେ ବିଜୟୀ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ସମ୍ବଲପୁର ଜିଲ୍ଲା ଯୁଜୁମୁରା ଜୋନ ୧ରେ ବିଜେଡି କବିତା ସାହୁ ୨୯୨୮ ଭୋଟ ବ୍ୟବଧାନରେ ବିଜୟୀ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଜୋନ ୧ର ବିଜେଡିର ଅଜିତ କୁମାର ମହାପାତ୍ର ୪୫୩୭ ଭୋଟ ବ୍ୟବଧାନରେ ବିଜୟୀ । ମାନେଶ୍ବର ଜୋନ ୧ରେ ବିଜେଡି ପ୍ରାର୍ଥୀ ସୁରୁଜା ସେଠ ୩ ହଜାର ୩୧୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

ନକଟିଦେଉଲ ଜୋନ୧ରେ ବିଜେଡିର ପ୍ରିୟମ୍ବଦା ସାହୁ ୬ ହଜାର ୨୪ ଭୋଟ ବ୍ୟବଧାନରେ ବିଜୟୀ । ରେଢ଼ାଖୋଲ ଜୋନ ୧ ରେ ବିଜେଡି ର ଶ୍ରାବଣୀ ଭୋଇ ୧୯୪ ଭୋଟ ବ୍ୟବଧାନରେ ବିଜୟୀ । ରେଙ୍ଗାଲି ଜୋନରେ ବିଜେଡିର ଚୋଲେଶ୍ବରୀ ମହାନନ୍ଦ ୧୫ ହଜାର ୩୧୪ ଭୋଟ ବ୍ୟବଧାନରେ ବିଜୟୀ ।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

27 Feb 2022 By The Sakala

ସମ୍ବଲପୁରରେ ୯ଟି ଜୋନରେ ବିଜେଡି ବିଜୟୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୯ଟି ଜୋନରେ ବିଜେଡିର ବାଜମାତ୍ । ଜିଲ୍ଲାର ବାମରା ଜୋନ ୧ରେ ବିଜେଡି କୃଷ୍ଣଚନ୍ଦ୍ର ଟପ୍ପୋ ୭୬୬୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଧନକଉଡ଼ା ୧ରେ ବିଜେଡି ପ୍ରାର୍ଥୀ ସୁନୀଲ କୁମାର ମିଶ୍ର ୮ ହଜାର ୨୭ ଭୋଟ ବ୍ୟବଧାନରେ ବଜୟୀ ହୋଇଛନ୍ତି । ଜମେନକିରା ବ୍ଲକ ଜୋନ ୧ରେ ବିଜେଡିର ସୁଜାତା ଖୁଣ୍ଟିଆ ୭୭୯୩ ଭୋଟ ବ୍ୟବଧାନରେ ବିଜୟୀ ।

ସମ୍ବଲପୁର ଜିଲ୍ଲା ଯୁଜୁମୁରା ଜୋନ ୧ରେ ବିଜେଡି କବିତା ସାହୁ ୨୯୨୮ ଭୋଟ ବ୍ୟବଧାନରେ ବିଜୟୀ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଜୋନ ୧ର ବିଜେଡିର ଅଜିତ କୁମାର ମହାପାତ୍ର ୪୫୩୭ ଭୋଟ ବ୍ୟବଧାନରେ ବିଜୟୀ । ମାନେଶ୍ବର ଜୋନ ୧ରେ ବିଜେଡି ପ୍ରାର୍ଥୀ ସୁରୁଜା ସେଠ ୩ ହଜାର ୩୧୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ନକଟିଦେଉଲ ଜୋନ୧ରେ ବିଜେଡିର ପ୍ରିୟମ୍ବଦା ସାହୁ ୬ ହଜାର ୨୪ ଭୋଟ ବ୍ୟବଧାନରେ ବିଜୟୀ । ରେଢ଼ାଖୋଲ ଜୋନ ୧ ରେ ବିଜେଡି ର ଶ୍ରାବଣୀ ଭୋଇ ୧୯୪ ଭୋଟ ବ୍ୟବଧାନରେ ବିଜୟୀ । ରେଙ୍ଗାଲି ଜୋନରେ ବିଜେଡିର ଚୋଲେଶ୍ବରୀ ମହାନନ୍ଦ ୧୫ ହଜାର ୩୧୪ ଭୋଟ ବ୍ୟବଧାନରେ ବିଜୟୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର