ରାଜ୍ୟସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ । ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ବିଧାୟକ ଉପାସନା ମହାପାତ୍ର ଓ ପୂର୍ଣ୍ଣ ସେଠୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ବିଜେଡି । ସେମାନେ ପ୍ରଥମ ବାଲଟ ପେପରରେ ଭୁଲ ଭୋଟିଙ୍ଗ କରିବାରୁ ଦ୍ଵିତୀୟ ପେପର ଦେଇଥିଲେ ନିର୍ବାଚନ ଅଧିକାରୀ । ଯାହା ନିୟମ ବିରୋଧୀ । ବିଜେଡି ଏହାର ପ୍ରତିବାଦ କରିବା ସତ୍ୱେ ଶୁଣି ନଥିଲେ ନିର୍ବାଚନ ଅଧିକାରୀ । ଦ୍ଵିତୀୟ ବାଲଟ ପେପରରେ ଉଭୟ ବିଜେପି ବିଧାୟକ ଭୋଟ ଦେଇଥିଲେ । ଏହାକୁ ଅଗଣତନ୍ତ୍ରିକ ଅଭିଯୋଗ କରି CEO ଙ୍କୁ ଭେଟିବାକୁ ସମୟ ମାଗିଥିଲା ବିଜେଡି ।

ଆହୁରି ପଢ଼ନ୍ତୁ: ତଦନ୍ତ କମିସନ ଫାଇଲ୍‌ ଗାଏବ ଘଟଣା: ତଦନ୍ତ ପାଇଁ ଲୋକସେବା ଭବନର ଗୃହ ବିଭାଗରେ କ୍ୟାପିଟାଲ ଥାନା ଅଧିକାରୀ

11 May 2026 By Madhusudan Das

ରାଜ୍ୟସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ । ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ବିଧାୟକ ଉପାସନା ମହାପାତ୍ର ଓ ପୂର୍ଣ୍ଣ ସେଠୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ବିଜେଡି । ସେମାନେ ପ୍ରଥମ ବାଲଟ ପେପରରେ ଭୁଲ ଭୋଟିଙ୍ଗ କରିବାରୁ ଦ୍ଵିତୀୟ ପେପର ଦେଇଥିଲେ ନିର୍ବାଚନ ଅଧିକାରୀ । ଯାହା ନିୟମ ବିରୋଧୀ । ବିଜେଡି ଏହାର ପ୍ରତିବାଦ କରିବା ସତ୍ୱେ ଶୁଣି ନଥିଲେ ନିର୍ବାଚନ ଅଧିକାରୀ । ଦ୍ଵିତୀୟ ବାଲଟ ପେପରରେ ଉଭୟ ବିଜେପି ବିଧାୟକ ଭୋଟ ଦେଇଥିଲେ । ଏହାକୁ ଅଗଣତନ୍ତ୍ରିକ ଅଭିଯୋଗ କରି CEO ଙ୍କୁ ଭେଟିବାକୁ ସମୟ ମାଗିଥିଲା ବିଜେଡି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର