ଧାମନଗର ଉପ ନିର୍ବାଚନରେ ପରାଜୟ ଭୟରେ ବିଜେପି ସମସ୍ତ ନିୟମ ଉଲଙ୍ଘନ କରୁଛି – ବିଜେଡି
ଭୁବନେଶ୍ବର: ଧାମନଗର ଉପ ନିର୍ବାଚନରେ ପରାଜୟ ଭୟରେ ବିଜେପି ସମସ୍ତ ନିୟମ ଉଲଙ୍ଘନ କରୁଛି । ସିଇଓଙ୍କୁ ବିଜେଡିର ୭ ଜଣିଆ ପ୍ରତିନିଧି ଦଳ ଭେଟିଛନ୍ତି । ପ୍ରଚାର ସମୟରେ ମହିଳାଙ୍କ ଉପରେ ବିଜେପି ଆକ୍ରମଣ କରୁଥିବା ଅଭିଯୋଗ କରିଛି ବିଜେଡି । ମହିଳାଙ୍କୁ ଶାରୀରିକ, ମାନସିକ ନିର୍ଯ୍ୟାତନା ଓ ରାଜନୈତିକ ଆକ୍ରମଣ କରୁଛି ବିଜେପି । ଅଶୋଭନୀୟ ଆଚରଣ କରିବା ସହ ଗାଳିଗୁଲଜ କରୁଛନ୍ତି । ମହିଳାଙ୍କ ମହନୀୟତାକୁ କ୍ଷୁର୍ଣ୍ଣ କରୁଛି ବିଜେପି । ବହୁ […]
ଭୁବନେଶ୍ବର: ଧାମନଗର ଉପ ନିର୍ବାଚନରେ ପରାଜୟ ଭୟରେ ବିଜେପି ସମସ୍ତ ନିୟମ ଉଲଙ୍ଘନ କରୁଛି । ସିଇଓଙ୍କୁ ବିଜେଡିର ୭ ଜଣିଆ ପ୍ରତିନିଧି ଦଳ ଭେଟିଛନ୍ତି । ପ୍ରଚାର ସମୟରେ ମହିଳାଙ୍କ ଉପରେ ବିଜେପି ଆକ୍ରମଣ କରୁଥିବା ଅଭିଯୋଗ କରିଛି ବିଜେଡି । ମହିଳାଙ୍କୁ ଶାରୀରିକ, ମାନସିକ ନିର୍ଯ୍ୟାତନା ଓ ରାଜନୈତିକ ଆକ୍ରମଣ କରୁଛି ବିଜେପି । ଅଶୋଭନୀୟ ଆଚରଣ କରିବା ସହ ଗାଳିଗୁଲଜ କରୁଛନ୍ତି । ମହିଳାଙ୍କ ମହନୀୟତାକୁ କ୍ଷୁର୍ଣ୍ଣ କରୁଛି ବିଜେପି । ବହୁ ବ୍ୟବଧାନରେ ହାରିବା ଭୟରେ ବିଜେପି ଏପରି କରୁଥିବା ଅଭିଯୋଗ କରିଛି ବିଜେଡ । ବିଜେପିର ଗୁଣ୍ଡଗର୍ଦ୍ଦି ଦିନକୁ ଦିନ ବଢ଼ିବାରେ ଲାଗିଛି । ମହିଳା ଏସଏଜିଙ୍କ ବିରୋଧରେ ଫେକ ଭିଡ଼ିଓ କରିଥିଲା ବିଜେପି । ଏହା ଦ୍ବାରା ଧାମନଗରର ନରୀ ଶକ୍ତି ଓ ମହିଳା ଏସଏଜିଙ୍କ ଗାରିମାଙ୍କୁ ନଷ୍ଟ କରିବାକୁ ଚେଷ୍ଟା କରିଛି ବିଜେପି । ବରିଷ୍ଠ ମନ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲା ବିଜେପି । ଜଣେ ମହିଳା ମମତା ଆଚାର୍ଯ୍ୟଙ୍କୁ ଆକ୍ରମଣ କରିବା ସହ ତାଙ୍କ ମିଠା ଦୋକାନ ଭଙ୍ଗାରୁଜ୍ଜା କରିଥିଲେ । ବିଜେପିର ଜଣେ କ୍ୟାଡ଼ର ଏହି କାର୍ଯ୍ୟ କରିଛନ୍ତି । ଏନଏସଏରେ ବୁକ ହୋଇଥିବା ଜଣେ ଅପରାଧି କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର କର୍ମୀ ଏହି କାର୍ଯ୍ୟ କରିଛନ୍ତି । ବିଜେପିର ଏହି ମହିଳା ବିରୋଧୀ ଆଚରଣକୁ ବିଜେଡି ନିନ୍ଦା କରିଛି ।
ନିର୍ବାଚନର ହାରିବା ଭୟ ବିଜେପିକୁ ଘାରିଛି । ହାରିବା ଭୟରେ ଗୋଟେ ପଟେ ମିଛ ଅଭିଯୋଗ କରିଛନ୍ତି । ଯେଉଁ ଅଡ଼ିଓ କଥା କହୁଥିଲେ, ତାହା କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ନିଜ ଦଳର ଜଣେ ମୁଖା ପିନ୍ଧା ମହିଳାଙ୍କୁ ଆଣି ବିଜେପି ଡ୍ରାମା କରିଛି । ହାର ଭୟରେ ଗୁଣ୍ଡାଗର୍ଦ୍ଦି କରିଛି ବିଜେପି ।
ଭୁବନେଶ୍ୱର: ସୁଧୁରୁନି ବିଜେପି । ଧାମନଗର ଉପ ନିର୍ବାଚନରେ ପରାଜୟ ଭୟରେ ବିଜେପି ସମସ୍ତ ନିୟମ ଉଲଂଘନ କରୁଛି । ବାରମ୍ବାର ମହିଳାଙ୍କ ଉପରେ ଆକ୍ରମଣ କରି ଚାଲିଛି ବିଜେପି । ଅଶୋଭନୀୟ ଆଚରଣ କରିବା ସହ ଗାଳି ଗୁଲଜ କରୁଛି ବିଜେପି । ମହିଳାଙ୍କୁ ବଦନାମ କରିବାକୁ ପଛାଉନାହିଁ ବିଜେପି । ଏନେଇ ପୁଣି ସିଇଓଙ୍କୁ ନିକଟରେ ଫେରାଦ ହୋଇଛି ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ବିଜେପିର ଗୁଣ୍ଡାଗର୍ଦ୍ଦି ଦିନକୁ ଦିନ ସୀମା ଟପିବାରେ ଲାଗିଛି । ମହିଳା ଏସଏଜିଙ୍କ ବିରୋଧରେ ଫେକ ଭିଡିଓ କରିଥିଲା ବିଜେପି । ଏହା ଦ୍ବାରା ଧାମନଗରର ନାରୀ ଶକ୍ତି ଓ ମହିଳା ଏସଏଜିଙ୍କ ଗାରିମାଙ୍କୁ ନଷ୍ଟ କରିବାକୁ ଚେଷ୍ଟା କରିଛି ବିଜେପି ।
ବରିଷ୍ଠ ମନ୍ତ୍ରୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ ବିଜେପି କର୍ମୀ । ଏପରିକି ଗତକାଲି ଜଣେ ମହିଳା ମମତା ଆଚାର୍ୟ୍ୟଙ୍କୁ ଆକ୍ରମଣ କରିବା ସହ ତାଙ୍କ ମିଠା ଦୋକାନ ଭଙ୍ଗାରୁଜା କରାଯାଇଛି । ବିଜେପିର ଜଣେ କ୍ୟାଡର ଏହି କାର୍ୟ୍ୟ କରିଛନ୍ତି । ଏନଏସଏରେ ବୁକ ହୋଇଥିବା ଜଣେ ଅପରାଧି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର କର୍ମୀ ଏହି କାର୍ୟ୍ୟ କରିଛନ୍ତି । ବିଜେପିର ଏହି ମହିଳା ବିରୋଧୀ ଆଚରଣକୁ ବିଜେଡି ନିନ୍ଦା କରିଛି ।