ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା

The Sakala Picture
Published On

ଭଦ୍ରକ: ବିଶ୍ୱର ନଜର ଏବେ ଚନ୍ଦ୍ରଯାନ-୩ ଉପରେ। ଆଜି ସଫଳ ଲ୍ୟାଣ୍ଡିଙ୍ଗ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ସବୁଠି ସଫଳତା କାମନା କରାଯାଉଛି । ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା ଓ ଦୀପ ଦାନ କରାଯାଉଛି । ଭଦ୍ରକ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଙ୍ଗ କାମନା କରି ସାମୁହିକ ପାର୍ଥନା କରିଛନ୍ତି । ସମସ୍ତ ସଦସ୍ୟ ଭଦ୍ରକ ସହରର […]

ଭଦ୍ରକ: ବିଶ୍ୱର ନଜର ଏବେ ଚନ୍ଦ୍ରଯାନ-୩ ଉପରେ। ଆଜି ସଫଳ ଲ୍ୟାଣ୍ଡିଙ୍ଗ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ସବୁଠି ସଫଳତା କାମନା କରାଯାଉଛି । ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା ଓ ଦୀପ ଦାନ କରାଯାଉଛି । ଭଦ୍ରକ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଙ୍ଗ କାମନା କରି ସାମୁହିକ ପାର୍ଥନା କରିଛନ୍ତି । ସମସ୍ତ ସଦସ୍ୟ ଭଦ୍ରକ ସହରର ଲୋକନାଥ ମନ୍ଦିର ଠାରେ ଏକାଠି ହୋଇ ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଙ୍ଗ ସହ ଭାରତବର୍ଷର ବୈଜ୍ଞାନିକଙ୍କ ନିମନ୍ତେ ସାମୁହିକ ପାର୍ଥନା କରିଛନ୍ତି । ପରେ ସାମୁହିକ ଭାବେ ବାବା ଲୋକନାଥଙ୍କ ନିକଟରେ ଦୀପଦାନ ମଧ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

23 Aug 2023 By The Sakala

ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା

ଭଦ୍ରକ: ବିଶ୍ୱର ନଜର ଏବେ ଚନ୍ଦ୍ରଯାନ-୩ ଉପରେ। ଆଜି ସଫଳ ଲ୍ୟାଣ୍ଡିଙ୍ଗ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ସବୁଠି ସଫଳତା କାମନା କରାଯାଉଛି । ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା ଓ ଦୀପ ଦାନ କରାଯାଉଛି । ଭଦ୍ରକ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଙ୍ଗ କାମନା କରି ସାମୁହିକ ପାର୍ଥନା କରିଛନ୍ତି । ସମସ୍ତ ସଦସ୍ୟ ଭଦ୍ରକ ସହରର ଲୋକନାଥ ମନ୍ଦିର ଠାରେ ଏକାଠି ହୋଇ ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଙ୍ଗ ସହ ଭାରତବର୍ଷର ବୈଜ୍ଞାନିକଙ୍କ ନିମନ୍ତେ ସାମୁହିକ ପାର୍ଥନା କରିଛନ୍ତି । ପରେ ସାମୁହିକ ଭାବେ ବାବା ଲୋକନାଥଙ୍କ ନିକଟରେ ଦୀପଦାନ ମଧ୍ୟ କରିଛନ୍ତି।

https://www.thesakala.in/latest-odisha-news/bhadrak/praying-for-the-successful-landing-of-chandrayaan-3/article-24727
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର