୫ଟି ସଚିବଙ୍କ ଭଦ୍ରକ ଗସ୍ତର ୨ୟ ଦିନ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଚାଲିଛି ସମୀକ୍ଷା

The Sakala Picture
Published On

ଭଦ୍ରକ: ଆଜି ଦ୍ବିତୀୟ ଦିନରେ ସକାଳୁ ସକାଳୁ ବିକାଶର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । ସକାଳୁ ମନ୍ତେଇ ବ୍ରିଜ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରୁଛନ୍ତି ୫ଟି ସଚିବ । ପରେ ବୈତରଣୀ ନଦୀ ନିକଟରେ ଭିତରକନିକାକୁ ପ୍ରବେଶ ପଥ ଏବଂ ନଦୀବନ୍ଧର ଅନୁଧ୍ୟାନ କରିଛନ୍ତି । ପରେ କ୍ରିଉ ଟ୍ରେନିଂ ସେଣ୍ଟର ଯାଇଥିଲେ ୫ଟି ସଚିବ । ସେଠାରେ ମିଶନ ଶକ୍ତି କାଫେ ଯାଇ ମାଆଙ୍କ ସହିତ ଆଲୋଚନା କରିଥିଲେ। ପରେ ରକ୍ତତୀର୍ଥ ଇରାମ […]

ଭଦ୍ରକ: ଆଜି ଦ୍ବିତୀୟ ଦିନରେ ସକାଳୁ ସକାଳୁ ବିକାଶର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । ସକାଳୁ ମନ୍ତେଇ ବ୍ରିଜ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରୁଛନ୍ତି ୫ଟି ସଚିବ । ପରେ ବୈତରଣୀ ନଦୀ ନିକଟରେ ଭିତରକନିକାକୁ ପ୍ରବେଶ ପଥ ଏବଂ ନଦୀବନ୍ଧର ଅନୁଧ୍ୟାନ କରିଛନ୍ତି । ପରେ କ୍ରିଉ ଟ୍ରେନିଂ ସେଣ୍ଟର ଯାଇଥିଲେ ୫ଟି ସଚିବ । ସେଠାରେ ମିଶନ ଶକ୍ତି କାଫେ ଯାଇ ମାଆଙ୍କ ସହିତ ଆଲୋଚନା କରିଥିଲେ। ପରେ ରକ୍ତତୀର୍ଥ ଇରାମ ଗସ୍ତ କରି ବିକାଶ କାମର ଅନୁଧ୍ୟାନ କରିଥିଲେ ।

କାଳି ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିବେ ୫ଟି ସଚିବ । ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଯାଇ ଅଗ୍ରଗତିର ସମୀକ୍ଷା କରିବେ । ଏହି ପ୍ରକଳ୍ପ ଦ୍ବାରା ଚାନ୍ଦବାଲି, ଧାମନଗର, ତିହିଡ଼ି ଓ ବାସୁଦେବପୁରକୁ ପାନୀୟ ଜଳ ଯୋଗାଣ ହେବ । ପରେ ଇନଡୋର ଷ୍ଟାଡିୟମ ଯାଇ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିବେ । ବାସୁଦେବପୁରରେ ବସଷ୍ଟାଣ୍ଡ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିବେ ।

ସିଏଚସିରେ ଆମ ହସପିଟାଲ ରୂପାନ୍ତରଣ କାମର ଅନୁଧ୍ୟାନ କରିବା ପରେ ଏବି ହାଇସ୍କୁଲରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ BCCUBB  ହାଇସ୍କୁଲରେ ରୂପାନ୍ତରଣ କାମ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ । ପରେ ଦିନତମାମ ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କରିବେ ୫ଟି ସଚିବ ।

12 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର