ପିକଅପକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ୧୦ ଗୁରୁତର ଆହତ

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କହରା ପୋଖରୀ ଛକ ନିକଟରେ ପିକଅପ ଭ୍ଯାନକୁ ଏକ ଯାତ୍ରୀବାହୀ ବସ ଧକା ଦେଇଛି। ବସଟି ଭୁବନେଶ୍ୱରରୁ ବାରିପଦା ଆସୁଥିଲାବା ବେଳେ ଏହି ଦୁର୍ଘଟଣା ଘଟିଛ।  ଏହି ଦୁର୍ଘଟଣାରେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାୟୀ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥାନରେ ପୁଲିସ ପହଞ୍ଚି ବସ୍ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

23 May 2022 By The Sakala

ପିକଅପକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ୧୦ ଗୁରୁତର ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କହରା ପୋଖରୀ ଛକ ନିକଟରେ ପିକଅପ ଭ୍ଯାନକୁ ଏକ ଯାତ୍ରୀବାହୀ ବସ ଧକା ଦେଇଛି। ବସଟି ଭୁବନେଶ୍ୱରରୁ ବାରିପଦା ଆସୁଥିଲାବା ବେଳେ ଏହି ଦୁର୍ଘଟଣା ଘଟିଛ।  ଏହି ଦୁର୍ଘଟଣାରେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାୟୀ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥାନରେ ପୁଲିସ ପହଞ୍ଚି ବସ୍ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର