ବ୍ରିଜ ଉପରୁ ସଜ୍ଞାହୀନ ଅବସ୍ଥାରେ ହାତ ଗୋଡ ବନ୍ଧା ଯୁବକ ଉଦ୍ଧାର

The Sakala Picture
Published On

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଶାନ୍ତିଆ ଉଡ଼ନ୍ତା ପୋଲୋ (୧୬) ଉପରେ ଏକ ଯୁବକକୁ ସଂଜ୍ଞା ହୀନ ଅବସ୍ଥାରେ ଜଳେଶ୍ୱର ପୋଲିସ ଠାବ କରିଛି। ଯୁବକଟିର ହାତ, ଗୋଡ଼, ମୁହଁ ବାନ୍ଧି ହୋଇ ଜାତୀୟ ରାଜପଥରେ ପଡି ଥିବାରୁ ଦେଖିବାକୁ ମିଳିଛି। ଦୁର୍ବୃତ୍ତ ମାନେ ଲୁଟ କରିବା ପରେ ଫିଙ୍ଗି ଦେଇଥିବା ପାରିପାର୍ଶ୍ଵିକ ଅବସ୍ଥାରୁ ସନ୍ଦେହ କରା ଯାଉଛି। ତେବେ ପୂର୍ବରୁ ମଧ୍ୟ ଜାତୀୟ ରାଜପଥର ଲୂଟେରା ମାନେ […]

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଶାନ୍ତିଆ ଉଡ଼ନ୍ତା ପୋଲୋ (୧୬) ଉପରେ ଏକ ଯୁବକକୁ ସଂଜ୍ଞା ହୀନ ଅବସ୍ଥାରେ ଜଳେଶ୍ୱର ପୋଲିସ ଠାବ କରିଛି। ଯୁବକଟିର ହାତ, ଗୋଡ଼, ମୁହଁ ବାନ୍ଧି ହୋଇ ଜାତୀୟ ରାଜପଥରେ ପଡି ଥିବାରୁ ଦେଖିବାକୁ ମିଳିଛି। ଦୁର୍ବୃତ୍ତ ମାନେ ଲୁଟ କରିବା ପରେ ଫିଙ୍ଗି ଦେଇଥିବା ପାରିପାର୍ଶ୍ଵିକ ଅବସ୍ଥାରୁ ସନ୍ଦେହ କରା ଯାଉଛି। ତେବେ ପୂର୍ବରୁ ମଧ୍ୟ ଜାତୀୟ ରାଜପଥର ଲୂଟେରା ମାନେ ଏଭଳି କାମ କରିଥିବାର ନଜିର ଅଛି । ଯୁବକଟିର ପରିଚୟ ମିଳି ପାରି ନାହିଁ ।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ସ୍ଥାନୀୟ ଲୋକେ ଯୁବକଟି ସଜ୍ଞାହୀନ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖି ଜଳେଶ୍ବର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜଳେଶ୍ବର ପୋଲିସ ପହଂଚି ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଭୁଲିଗଲେ ୩୫୦୦ ଟଙ୍କା ପ୍ରତିଶ୍ରୁତି, ଭତ୍ତାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର