ଶୋଇଥିବା ବେଳେ ମା’ ଓ ଝିଅଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ

The Sakala Picture
Published On

ଚାନ୍ଦିପୁର: ବାଲେଶ୍ଵର ସଦର ବ୍ଲକ ଅଧିନସ୍ଥ ରସାଳପୁର ପଞ୍ଚାୟତର ଛେଳିଆପଦା ଗାଁରେ ଗତକାଲି ରାତିରେ ମାଝିଅ ଶୋଇଥିବା ବେଳେ ସେମାନଙ୍କ ଉପରେ କାନ୍ଥ ଭୁଷୁଡି ପଡିବାରୁ ଉଭୟଙ୍କ ଅବସ୍ଥା ଗୁରୁତର ହୋଇଛି। ସୂଚନା ଅନୁଯାୟୀ, ରମାକାନ୍ତ ବାରିକଙ୍କ ପତ୍ନୀ ମାଳତୀ ଗତକାଲି ରାତିରେ ତାଙ୍କ ୧୦ ବର୍ଷର ଝିଅକୁ ନେଇ ଘର ଭିତର ପଲଙ୍କ ଉପରେ ଶୋଇଥିଲେ। ତେବେ ରାତି ପ୍ରାୟ ଗୋଟାଏ ସମୟରେ ହଠାତ କାନ୍ଥ ଭୁଷୁଡି ମାଆ ଓ ଝିଅଙ୍କ ଉପରେ ପଡ଼ିଯାଇଥିଲା।ପଡିଶା ଲୋକେ […]

ଚାନ୍ଦିପୁର: ବାଲେଶ୍ଵର ସଦର ବ୍ଲକ ଅଧିନସ୍ଥ ରସାଳପୁର ପଞ୍ଚାୟତର ଛେଳିଆପଦା ଗାଁରେ ଗତକାଲି ରାତିରେ ମାଝିଅ ଶୋଇଥିବା ବେଳେ ସେମାନଙ୍କ ଉପରେ କାନ୍ଥ ଭୁଷୁଡି ପଡିବାରୁ ଉଭୟଙ୍କ ଅବସ୍ଥା ଗୁରୁତର ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସୂଚନା ଅନୁଯାୟୀ, ରମାକାନ୍ତ ବାରିକଙ୍କ ପତ୍ନୀ ମାଳତୀ ଗତକାଲି ରାତିରେ ତାଙ୍କ ୧୦ ବର୍ଷର ଝିଅକୁ ନେଇ ଘର ଭିତର ପଲଙ୍କ ଉପରେ ଶୋଇଥିଲେ। ତେବେ ରାତି ପ୍ରାୟ ଗୋଟାଏ ସମୟରେ ହଠାତ କାନ୍ଥ ଭୁଷୁଡି ମାଆ ଓ ଝିଅଙ୍କ ଉପରେ ପଡ଼ିଯାଇଥିଲା।ପଡିଶା ଲୋକେ ଶବ୍ଦ ଶୁଣି ସେଠାରେ ପହଞ୍ଚିବା ସହ ଉଭୟଙ୍କୁ ଭଙ୍ଗା ମାଟି କାନ୍ଥ ତଳୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ନେଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

14 Sep 2021 By The Sakala

ଶୋଇଥିବା ବେଳେ ମା’ ଓ ଝିଅଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ

ଚାନ୍ଦିପୁର: ବାଲେଶ୍ଵର ସଦର ବ୍ଲକ ଅଧିନସ୍ଥ ରସାଳପୁର ପଞ୍ଚାୟତର ଛେଳିଆପଦା ଗାଁରେ ଗତକାଲି ରାତିରେ ମାଝିଅ ଶୋଇଥିବା ବେଳେ ସେମାନଙ୍କ ଉପରେ କାନ୍ଥ ଭୁଷୁଡି ପଡିବାରୁ ଉଭୟଙ୍କ ଅବସ୍ଥା ଗୁରୁତର ହୋଇଛି।

ସୂଚନା ଅନୁଯାୟୀ, ରମାକାନ୍ତ ବାରିକଙ୍କ ପତ୍ନୀ ମାଳତୀ ଗତକାଲି ରାତିରେ ତାଙ୍କ ୧୦ ବର୍ଷର ଝିଅକୁ ନେଇ ଘର ଭିତର ପଲଙ୍କ ଉପରେ ଶୋଇଥିଲେ। ତେବେ ରାତି ପ୍ରାୟ ଗୋଟାଏ ସମୟରେ ହଠାତ କାନ୍ଥ ଭୁଷୁଡି ମାଆ ଓ ଝିଅଙ୍କ ଉପରେ ପଡ଼ିଯାଇଥିଲା।ପଡିଶା ଲୋକେ ଶବ୍ଦ ଶୁଣି ସେଠାରେ ପହଞ୍ଚିବା ସହ ଉଭୟଙ୍କୁ ଭଙ୍ଗା ମାଟି କାନ୍ଥ ତଳୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ନେଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।

https://www.thesakala.in/latest-odisha-news/balasore/wall-collapsed-on-the-mother-and-daughter/article-5403
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର