ବାଲି ମାଫିଆ- ଗ୍ରାମବାସୀ ମୁହାଁମୁହିଁ: ୧୦ରୁ ଉର୍ଦ୍ଧ୍ୱ ବାଲି ବୋଝେଇ ଟ୍ରାକ୍ଟର ଅଟକାଇଲେ ଗ୍ରାମବାସୀ

The Sakala Picture
Published On

ଜଳେଶ୍ୱର: ବାଲେଶ୍ବର ଜଳେଶ୍ୱର ତହସିଲ ଦକ୍ଷିଣ ପ୍ରହରାଜପୁର ନିକଟରେ  ଚୋରା ବାଲି ଖନନକୁ ନେଇ ଗ୍ରାମବାସୀ ବାଲି ମାଫିଆ ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଛି ସୂଚନା ଅନୁଯାୟୀ, ପ୍ରତିଦିନ ରାତି ହେଲେ ବେଆଇନ ବାଲି ଖନନ ହେଉଛି । ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ଚୋରା ବାଲି ଖନନରେ ରୋକ୍‌ ଲଗାଇ ପାରୁ ନଥିଲା ପ୍ରଶାସନ। ଯାହାକୁ ନେଇ ଆଜି ଗ୍ରାମବାସୀ ଉତ୍ୟକ୍ତ ହୋଇ ୧୦ରୁ ଉର୍ଦ୍ଧ୍ୱ ବାଲି ବୋଝେଇ ଟ୍ରାକ୍ଟର ଅଟକାଇଛନ୍ତି […]

ଜଳେଶ୍ୱର: ବାଲେଶ୍ବର ଜଳେଶ୍ୱର ତହସିଲ ଦକ୍ଷିଣ ପ୍ରହରାଜପୁର ନିକଟରେ  ଚୋରା ବାଲି ଖନନକୁ ନେଇ ଗ୍ରାମବାସୀ ବାଲି ମାଫିଆ ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଛି

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ସୂଚନା ଅନୁଯାୟୀ, ପ୍ରତିଦିନ ରାତି ହେଲେ ବେଆଇନ ବାଲି ଖନନ ହେଉଛି । ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ଚୋରା ବାଲି ଖନନରେ ରୋକ୍‌ ଲଗାଇ ପାରୁ ନଥିଲା ପ୍ରଶାସନ। ଯାହାକୁ ନେଇ ଆଜି ଗ୍ରାମବାସୀ ଉତ୍ୟକ୍ତ ହୋଇ ୧୦ରୁ ଉର୍ଦ୍ଧ୍ୱ ବାଲି ବୋଝେଇ ଟ୍ରାକ୍ଟର ଅଟକାଇଛନ୍ତି । ଯାହା ଫଳରେ ବାଲିମାଫିଆଙ୍କ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

08 Apr 2022 By The Sakala

ବାଲି ମାଫିଆ- ଗ୍ରାମବାସୀ ମୁହାଁମୁହିଁ: ୧୦ରୁ ଉର୍ଦ୍ଧ୍ୱ ବାଲି ବୋଝେଇ ଟ୍ରାକ୍ଟର ଅଟକାଇଲେ ଗ୍ରାମବାସୀ

ଜଳେଶ୍ୱର: ବାଲେଶ୍ବର ଜଳେଶ୍ୱର ତହସିଲ ଦକ୍ଷିଣ ପ୍ରହରାଜପୁର ନିକଟରେ  ଚୋରା ବାଲି ଖନନକୁ ନେଇ ଗ୍ରାମବାସୀ ବାଲି ମାଫିଆ ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଛି

ସୂଚନା ଅନୁଯାୟୀ, ପ୍ରତିଦିନ ରାତି ହେଲେ ବେଆଇନ ବାଲି ଖନନ ହେଉଛି । ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ଚୋରା ବାଲି ଖନନରେ ରୋକ୍‌ ଲଗାଇ ପାରୁ ନଥିଲା ପ୍ରଶାସନ। ଯାହାକୁ ନେଇ ଆଜି ଗ୍ରାମବାସୀ ଉତ୍ୟକ୍ତ ହୋଇ ୧୦ରୁ ଉର୍ଦ୍ଧ୍ୱ ବାଲି ବୋଝେଇ ଟ୍ରାକ୍ଟର ଅଟକାଇଛନ୍ତି । ଯାହା ଫଳରେ ବାଲିମାଫିଆଙ୍କ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

https://www.thesakala.in/latest-odisha-news/balasore/villagers-sand-mafia-face-to-face-in-balasore/article-10596
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର