ଟିକା କରଣରେ ସାମିଲ ହୋଇପାରୁ ନାହାନ୍ତି ଦୁର୍ଗମ ଅଞ୍ଚଳର ଶହ ଶହ ଆଦିବାସୀ, ଦେବଦୂତ ସାଜିଛି ସାମାଜିକ ସଂଗଠନ

The Sakala Picture
Published On

ଜଳେଶ୍ବର: ମହାମାରୀ କରୋନାରୁ ମୁକ୍ତି ପାଇବା ପାଇଁ ପର୍ଯ୍ଯାୟ କ୍ରମେ ସମସ୍ତେ ଅନଲାଇନ ଜରିଆରେ ନାମ ପଞ୍ଜିକରଣ କରି ଗାଁରୁ ସହର ପର୍ଯ୍ଯନ୍ତ ସମସ୍ତେ କିଭଳି ସୁବିଧାରେ ଟିକା ପାଇପାରିବେ ସରକାର ନୀତିନିୟମ ଜାରି କରିଥିବା ବେଳେ ଦୁର୍ଗମ ଅଞ୍ଚଳ ଓ ଜଙ୍ଗଲ ପରିବେଶ ଭିତରେ ରହିଥିବା ଆଦିବାସୀ ଲୋକେ ନାମ ପଞ୍ଜିକରଣ କରି ନ ପାରି ମାସ ମାସ ଧରି ଟିକା ନେବାରୁ ବଞ୍ଚିତ ହେଉଛନ୍ତି। ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଦୁର୍ଗମ ଅଞ୍ଚଳରେ […]

ଜଳେଶ୍ବର: ମହାମାରୀ କରୋନାରୁ ମୁକ୍ତି ପାଇବା ପାଇଁ ପର୍ଯ୍ଯାୟ କ୍ରମେ ସମସ୍ତେ ଅନଲାଇନ ଜରିଆରେ ନାମ ପଞ୍ଜିକରଣ କରି ଗାଁରୁ ସହର ପର୍ଯ୍ଯନ୍ତ ସମସ୍ତେ କିଭଳି ସୁବିଧାରେ ଟିକା ପାଇପାରିବେ ସରକାର ନୀତିନିୟମ ଜାରି କରିଥିବା ବେଳେ ଦୁର୍ଗମ ଅଞ୍ଚଳ ଓ ଜଙ୍ଗଲ ପରିବେଶ ଭିତରେ ରହିଥିବା ଆଦିବାସୀ ଲୋକେ ନାମ ପଞ୍ଜିକରଣ କରି ନ ପାରି ମାସ ମାସ ଧରି ଟିକା ନେବାରୁ ବଞ୍ଚିତ ହେଉଛନ୍ତି। ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଦୁର୍ଗମ ଅଞ୍ଚଳରେ ଏଭଳି ଲୋକଙ୍କ ପାଖରେ ନା ଅଛି ସ୍ମାଟଫୋନ ନା ନେଟୱାର୍କ ବ୍ୟବସ୍ଥା ।ଯାହାକି ଏ ଅଞ୍ଚଳର ଶହ ଶହ ଆଦିବାସୀ ଲୋକେ ଚିନ୍ତା ଓ ସମସ୍ୟା ଭିତରେ ଗତି କରୁଛନ୍ତି। ତେବେ ଏଭଳି ସମସ୍ୟା ଭିତରେ ଗତିକରୁଥିବା ଲୋକଙ୍କ ପାଖରେ ‘ସହଯୋଗ ସଭିଙ୍କ ସାଥିରେ‘ ଏକ ସାମାଜିକ ସଂଗଠନର ସନତ ସାହୁ ,ବ୍ରଜକିଶୋର ଗିରି, ଉତ୍ତମ ଘୋଷ, ଚନ୍ଦନ କାମିଲା, ଭବସଙ୍କର ବେହେରା,ସୂର୍ଯ୍ଯ କୁମାର ସାହୁ, ରୁଦ୍ରନାରାୟଣ ସାହୁ, ପଙ୍କଜ ଚାନ୍ଦ, ଦାଶରଥି ସାହୁ,ମ ନୋଜ ସାହୁ ପ୍ରମୁଖ ସଦସ୍ୟ ମାନେ ସାଜିଛନ୍ତି ଦେବଦୂତ।ହାତରେ ଲାପଟପ ଓ ସ୍ମାଟ ଫୋନ ଧରି ଗାଁକୁ ଗାଁ ଯାଇ ଘରେ ଘରେ ବୁଲି ଟିକା ପଞ୍ଜିକରଣରୁ ବାଦ ପଡୁଥିବା ଲୋକଙ୍କୁ ପଞ୍ଜିକୃତ କରାଇ ସୁବିଧାରେ କିଭଳି ଟିକା ନେଇ ପାରିବେ ପ୍ରୟାସ ଜାରି ରଖିଛନ୍ତି। ସାମାଜିକ ସଂଗଠନର ଏଭଳି ପ୍ରଚେଷ୍ଟାକୁ ଦେଖି ଅଞ୍ଚଳ ବାସୀ ବେଶ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

30 Jun 2021 By The Sakala

ଟିକା କରଣରେ ସାମିଲ ହୋଇପାରୁ ନାହାନ୍ତି ଦୁର୍ଗମ ଅଞ୍ଚଳର ଶହ ଶହ ଆଦିବାସୀ, ଦେବଦୂତ ସାଜିଛି ସାମାଜିକ ସଂଗଠନ

ଜଳେଶ୍ବର: ମହାମାରୀ କରୋନାରୁ ମୁକ୍ତି ପାଇବା ପାଇଁ ପର୍ଯ୍ଯାୟ କ୍ରମେ ସମସ୍ତେ ଅନଲାଇନ ଜରିଆରେ ନାମ ପଞ୍ଜିକରଣ କରି ଗାଁରୁ ସହର ପର୍ଯ୍ଯନ୍ତ ସମସ୍ତେ କିଭଳି ସୁବିଧାରେ ଟିକା ପାଇପାରିବେ ସରକାର ନୀତିନିୟମ ଜାରି କରିଥିବା ବେଳେ ଦୁର୍ଗମ ଅଞ୍ଚଳ ଓ ଜଙ୍ଗଲ ପରିବେଶ ଭିତରେ ରହିଥିବା ଆଦିବାସୀ ଲୋକେ ନାମ ପଞ୍ଜିକରଣ କରି ନ ପାରି ମାସ ମାସ ଧରି ଟିକା ନେବାରୁ ବଞ୍ଚିତ ହେଉଛନ୍ତି। ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଦୁର୍ଗମ ଅଞ୍ଚଳରେ ଏଭଳି ଲୋକଙ୍କ ପାଖରେ ନା ଅଛି ସ୍ମାଟଫୋନ ନା ନେଟୱାର୍କ ବ୍ୟବସ୍ଥା ।ଯାହାକି ଏ ଅଞ୍ଚଳର ଶହ ଶହ ଆଦିବାସୀ ଲୋକେ ଚିନ୍ତା ଓ ସମସ୍ୟା ଭିତରେ ଗତି କରୁଛନ୍ତି। ତେବେ ଏଭଳି ସମସ୍ୟା ଭିତରେ ଗତିକରୁଥିବା ଲୋକଙ୍କ ପାଖରେ ‘ସହଯୋଗ ସଭିଙ୍କ ସାଥିରେ‘ ଏକ ସାମାଜିକ ସଂଗଠନର ସନତ ସାହୁ ,ବ୍ରଜକିଶୋର ଗିରି, ଉତ୍ତମ ଘୋଷ, ଚନ୍ଦନ କାମିଲା, ଭବସଙ୍କର ବେହେରା,ସୂର୍ଯ୍ଯ କୁମାର ସାହୁ, ରୁଦ୍ରନାରାୟଣ ସାହୁ, ପଙ୍କଜ ଚାନ୍ଦ, ଦାଶରଥି ସାହୁ,ମ ନୋଜ ସାହୁ ପ୍ରମୁଖ ସଦସ୍ୟ ମାନେ ସାଜିଛନ୍ତି ଦେବଦୂତ।ହାତରେ ଲାପଟପ ଓ ସ୍ମାଟ ଫୋନ ଧରି ଗାଁକୁ ଗାଁ ଯାଇ ଘରେ ଘରେ ବୁଲି ଟିକା ପଞ୍ଜିକରଣରୁ ବାଦ ପଡୁଥିବା ଲୋକଙ୍କୁ ପଞ୍ଜିକୃତ କରାଇ ସୁବିଧାରେ କିଭଳି ଟିକା ନେଇ ପାରିବେ ପ୍ରୟାସ ଜାରି ରଖିଛନ୍ତି। ସାମାଜିକ ସଂଗଠନର ଏଭଳି ପ୍ରଚେଷ୍ଟାକୁ ଦେଖି ଅଞ୍ଚଳ ବାସୀ ବେଶ ପ୍ରଶଂସା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର