ପୁଲିସଠୁ ମୋବାଇଲ ଲୁଟିଲେ ଦୁର୍ବୃତ୍ତ

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ସହରେ ମୋବାଇଲ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ପୁଲିସ ଏହି ଲୁଟେରାଙ୍କ ଟେର ପାଉ ନ ଥିବା ବେଳେ ପୁଲିସ ବିଭାଗରୁ ଜଣେ କର୍ମଚାରୀ ଦିନ ଦ୍ୱିପ୍ରହରରେ ପଲସର ଛିନତାଇ ଗ୍ଯାଙ୍ଗକ ଶିକାର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ସୋର ଥାନାରେ କନେଷ୍ଟବଳ ଭାବେ କାର୍ଯ୍ଯରତ ଥିବା ସରୋଜିନୀ ଦାସ ବାଲେଶ୍ଵର ଡିଆଇଭିକୁ ଶନିବାର ଆସିଥିବା ବେଳେ ସେହି ଡିଆଇଭି କାର୍ଯ୍ଯାଳୟ ନିକଟରୁ ତାଙ୍କ ହାତରୁ ଦୁର୍ବୃତ୍ତ ମୋବାଇଲ ଛଡାଇ ନେଇଥିଲେ। […]

ବାଲେଶ୍ଵର: ବାଲେଶ୍ଵର ସହରେ ମୋବାଇଲ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ପୁଲିସ ଏହି ଲୁଟେରାଙ୍କ ଟେର ପାଉ ନ ଥିବା ବେଳେ ପୁଲିସ ବିଭାଗରୁ ଜଣେ କର୍ମଚାରୀ ଦିନ ଦ୍ୱିପ୍ରହରରେ ପଲସର ଛିନତାଇ ଗ୍ଯାଙ୍ଗକ ଶିକାର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ସୋର ଥାନାରେ କନେଷ୍ଟବଳ ଭାବେ କାର୍ଯ୍ଯରତ ଥିବା ସରୋଜିନୀ ଦାସ ବାଲେଶ୍ଵର ଡିଆଇଭିକୁ ଶନିବାର ଆସିଥିବା ବେଳେ ସେହି ଡିଆଇଭି କାର୍ଯ୍ଯାଳୟ ନିକଟରୁ ତାଙ୍କ ହାତରୁ ଦୁର୍ବୃତ୍ତ ମୋବାଇଲ ଛଡାଇ ନେଇଥିଲେ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ସୂଚନା ଯୋଗ୍ୟ, ସରୋଜିନୀଙ୍କ ସୋର ଥାନାରେ ଶୁକ୍ରବାର ସେଣ୍ଟ୍ରି ଭାବେ କାର୍ଯ୍ଯଭାର ପାଇଥିଲେ। ଶନିବାର ସାଧା ପୋଷାକରେ ସମସ୍ତ କାଗଜପତ୍ର ଧରି ବସ ଯୋଗେ ବାଲେଶ୍ଵର ଆସିଥିଲେ । ବସରୁ ଓଲ୍ହାଇ ଚାଲିଚାଲି ଯାଉଥିବା ସୁଯଗ ନେଇ ଦୁର୍ବୁତ୍ତ ମାନେ ମୋବାଇଲ ଛଡାଇ ଦ୍ରୁତ ଗତିରେ ପଳେଇ ଯାଇଥିଲେ । ଏନେଇ ସୋର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ବାଲେଶ୍ଵର ସହରରରେ ବାରମ୍ବାର ଏହି ଛିନତାଇ ଗ୍ୟାଙ୍ଗ ଦିନ ଦ୍ୱିପ୍ରହରରେ ନିଛାଟିଆ ସ୍ଥାନ ତଥା ସର୍କିଟ ହାଉସ ଛକ ଓ ପୁଲିସ ଲାଇନ ଇତ୍ୟାଦି ରାସ୍ତା ଗୁଡିକରେ ଚାଲିଚାଲି ଯାଉଥିବା କିମ୍ବା ସାଇକେଲରେ ଯାଉଥିବା ଲୋକଙ୍କ ମୋବାଇଲକୁ ଟାର୍ଗେଟ କରି ଲୁଟିଥିବା ଜଣା ପଡ଼ିଛି । ସାଧାରଣ ଲୋକଙ୍କ ମୋବାଇଲ ଲୁଟିବା ପରେ ଦୁର୍ବୃତ୍ତ ମାନେ ଏବେ ପୁଲିସଙ୍କୁ ଲୁଟ କରିବାକୁ ପଛାଉ ନାହାନ୍ତି । ତେବେ ଏହି ଛିନତାଇ ଗ୍ଯାଙ୍ଗକୁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ତଥା ସହଦେବ ଖୁଣ୍ଟା ପୁଲିସ ବିଫଳ ହେଉଥିବା ଜଣା ପଡିଛି । ପୁଲିସ ଠାରୁ ଦୁର୍ବୃତ୍ତ ମାନେ ଛିନତାଇ କରିବା ପରେ ପୁଲିସ ଉକ୍ତ ଗ୍ଯାଙ୍ଗକୁ ଧରିବା ପାଇଁ ବେହାଲ ହେଉଛି ସାଧାରଣ ଜନତାଙ୍କ ସୁରକ୍ଷା ପ୍ରତି ବିରାଟ ବଡ ପ୍ରଶ୍ନ ବାଚି ସୃଷ୍ଟି ହେଉଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

17 Apr 2022 By The Sakala

ପୁଲିସଠୁ ମୋବାଇଲ ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ଵର: ବାଲେଶ୍ଵର ସହରେ ମୋବାଇଲ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ପୁଲିସ ଏହି ଲୁଟେରାଙ୍କ ଟେର ପାଉ ନ ଥିବା ବେଳେ ପୁଲିସ ବିଭାଗରୁ ଜଣେ କର୍ମଚାରୀ ଦିନ ଦ୍ୱିପ୍ରହରରେ ପଲସର ଛିନତାଇ ଗ୍ଯାଙ୍ଗକ ଶିକାର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ସୋର ଥାନାରେ କନେଷ୍ଟବଳ ଭାବେ କାର୍ଯ୍ଯରତ ଥିବା ସରୋଜିନୀ ଦାସ ବାଲେଶ୍ଵର ଡିଆଇଭିକୁ ଶନିବାର ଆସିଥିବା ବେଳେ ସେହି ଡିଆଇଭି କାର୍ଯ୍ଯାଳୟ ନିକଟରୁ ତାଙ୍କ ହାତରୁ ଦୁର୍ବୃତ୍ତ ମୋବାଇଲ ଛଡାଇ ନେଇଥିଲେ।

ସୂଚନା ଯୋଗ୍ୟ, ସରୋଜିନୀଙ୍କ ସୋର ଥାନାରେ ଶୁକ୍ରବାର ସେଣ୍ଟ୍ରି ଭାବେ କାର୍ଯ୍ଯଭାର ପାଇଥିଲେ। ଶନିବାର ସାଧା ପୋଷାକରେ ସମସ୍ତ କାଗଜପତ୍ର ଧରି ବସ ଯୋଗେ ବାଲେଶ୍ଵର ଆସିଥିଲେ । ବସରୁ ଓଲ୍ହାଇ ଚାଲିଚାଲି ଯାଉଥିବା ସୁଯଗ ନେଇ ଦୁର୍ବୁତ୍ତ ମାନେ ମୋବାଇଲ ଛଡାଇ ଦ୍ରୁତ ଗତିରେ ପଳେଇ ଯାଇଥିଲେ । ଏନେଇ ସୋର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ବାଲେଶ୍ଵର ସହରରରେ ବାରମ୍ବାର ଏହି ଛିନତାଇ ଗ୍ୟାଙ୍ଗ ଦିନ ଦ୍ୱିପ୍ରହରରେ ନିଛାଟିଆ ସ୍ଥାନ ତଥା ସର୍କିଟ ହାଉସ ଛକ ଓ ପୁଲିସ ଲାଇନ ଇତ୍ୟାଦି ରାସ୍ତା ଗୁଡିକରେ ଚାଲିଚାଲି ଯାଉଥିବା କିମ୍ବା ସାଇକେଲରେ ଯାଉଥିବା ଲୋକଙ୍କ ମୋବାଇଲକୁ ଟାର୍ଗେଟ କରି ଲୁଟିଥିବା ଜଣା ପଡ଼ିଛି । ସାଧାରଣ ଲୋକଙ୍କ ମୋବାଇଲ ଲୁଟିବା ପରେ ଦୁର୍ବୃତ୍ତ ମାନେ ଏବେ ପୁଲିସଙ୍କୁ ଲୁଟ କରିବାକୁ ପଛାଉ ନାହାନ୍ତି । ତେବେ ଏହି ଛିନତାଇ ଗ୍ଯାଙ୍ଗକୁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ତଥା ସହଦେବ ଖୁଣ୍ଟା ପୁଲିସ ବିଫଳ ହେଉଥିବା ଜଣା ପଡିଛି । ପୁଲିସ ଠାରୁ ଦୁର୍ବୃତ୍ତ ମାନେ ଛିନତାଇ କରିବା ପରେ ପୁଲିସ ଉକ୍ତ ଗ୍ଯାଙ୍ଗକୁ ଧରିବା ପାଇଁ ବେହାଲ ହେଉଛି ସାଧାରଣ ଜନତାଙ୍କ ସୁରକ୍ଷା ପ୍ରତି ବିରାଟ ବଡ ପ୍ରଶ୍ନ ବାଚି ସୃଷ୍ଟି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର