କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ

The Sakala Picture
Published On

ନୀଳଗିରି : କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ବାଲେଶ୍ଵର କଂଗ୍ରେସ ସାଂସଦ ପାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଦଳ ଛାଡ଼ିଛନ୍ତି ଚିତ୍ତରଞ୍ଜନ। ୧୯୯୦ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଏହାପରେ ୨୦୧୫ରେ କଂଗ୍ରେସରେ ସାମିଲ୍ ହୋଇଥିଲେ ଚିତ୍ତରଞ୍ଜନ। ତେବେ ଆଜି ବାଲେଶ୍ଵର କଂଗ୍ରେସ ସାଂସଦ ପାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି […]

ନୀଳଗିରି : କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ବାଲେଶ୍ଵର କଂଗ୍ରେସ ସାଂସଦ ପାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଦଳ ଛାଡ଼ିଛନ୍ତି ଚିତ୍ତରଞ୍ଜନ। ୧୯୯୦ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଏହାପରେ ୨୦୧୫ରେ କଂଗ୍ରେସରେ ସାମିଲ୍ ହୋଇଥିଲେ ଚିତ୍ତରଞ୍ଜନ।

ତେବେ ଆଜି ବାଲେଶ୍ଵର କଂଗ୍ରେସ ସାଂସଦ ପାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ସେ ଦଳ ଛାଡିବା ସହ ସ୍ୱାଧୀନ ପାର୍ଥୀ ଭାବେ ବାଲେଶ୍ଵର ଲୋକସଭା ଆସନରୁ ଲଢ଼ିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣ ସୂଚନା ଦେଇଛନ୍ତି।

07 May 2024 By The Sakala

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ

ନୀଳଗିରି : କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ବାଲେଶ୍ଵର କଂଗ୍ରେସ ସାଂସଦ ପାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଦଳ ଛାଡ଼ିଛନ୍ତି ଚିତ୍ତରଞ୍ଜନ। ୧୯୯୦ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଏହାପରେ ୨୦୧୫ରେ କଂଗ୍ରେସରେ ସାମିଲ୍ ହୋଇଥିଲେ ଚିତ୍ତରଞ୍ଜନ।

ତେବେ ଆଜି ବାଲେଶ୍ଵର କଂଗ୍ରେସ ସାଂସଦ ପାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ସେ ଦଳ ଛାଡିବା ସହ ସ୍ୱାଧୀନ ପାର୍ଥୀ ଭାବେ ବାଲେଶ୍ଵର ଲୋକସଭା ଆସନରୁ ଲଢ଼ିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର