ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଟପିଲା ୩ ସହରର ତାପମାତ୍ରା
ଭୁବନେଶ୍ବର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଆଜି ଦିନ ସାଢେ ୧୧ ସୁଦ୍ଧା ୩ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ପାର କରିଛି। ୪୦.୬ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ୱର ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବାଲେଶ୍ୱର, ଝାରସୁଗୁଡା ଓ କେନ୍ଦୁଝରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି। ସମ୍ବଲପୁର ୩୯.୭, ହୀରାକୁଦ ୩୯, ରାଉରକେଲା ୩୮.୪, ଭୁବନେଶ୍ୱର ୩୮, ପୁରୀ […]
ଭୁବନେଶ୍ବର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଆଜି ଦିନ ସାଢେ ୧୧ ସୁଦ୍ଧା ୩ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ପାର କରିଛି। ୪୦.୬ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ୱର ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବାଲେଶ୍ୱର, ଝାରସୁଗୁଡା ଓ କେନ୍ଦୁଝରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି। ସମ୍ବଲପୁର ୩୯.୭, ହୀରାକୁଦ ୩୯, ରାଉରକେଲା ୩୮.୪, ଭୁବନେଶ୍ୱର ୩୮, ପୁରୀ ୩୩.୬, ପାରାଦୀପ ୩୨.୪, ଗୋପାଳପୁର ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ବାଲେଶ୍ୱର: ୪୦.୬°C
ଝାରସୁଗୁଡା: ୪୦°C
କେନ୍ଦୁଝର: ୪୦°C
ସମ୍ବଲପୁର: ୩୯.୭°C
ହୀରାକୁଦ: ୩୯°C
ରାଉରକେଲା: ୩୮.୪°C
ଭୁବନେଶ୍ୱର: ୩୮°C
ପୁରୀ: ୩୩.୬°C
ପାରାଦୀପ: ୩୨.୪°C
ଗୋପାଳପୁର: ୩୨.୪ °C— Meteorological Centre, Bhubaneswar (@mcbbsr) May 2, 2024