ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ: ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

The Sakala Picture
Published On

ଜଳେଶ୍ବର: ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ରାଜପୁର ଅଂଚଳରୁ ମିଳିତ ଚଢ଼ାଉ କରି ୨୫୦ ଗ୍ରାମ ଓଜନର ବ୍ରାଉନ ସୁଗର ଜବତ ସହ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ସେକ ସାଦିକ। ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ଥାନା ରାଜପୁର ଅଞ୍ଚଳରେ  ସେକ ଆଶିକଙ୍କ ଘରେ ଚଢ଼ାଉ କାରାଯାଇ ଥିଲା। ଚଢ଼ାଉ ବେଳେ ତାଙ୍କ ପୁଅ ସେକ ସାଦିକକୁ  […]

ଜଳେଶ୍ବର: ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ରାଜପୁର ଅଂଚଳରୁ ମିଳିତ ଚଢ଼ାଉ କରି ୨୫୦ ଗ୍ରାମ ଓଜନର ବ୍ରାଉନ ସୁଗର ଜବତ ସହ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ସେକ ସାଦିକ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ଥାନା ରାଜପୁର ଅଞ୍ଚଳରେ  ସେକ ଆଶିକଙ୍କ ଘରେ ଚଢ଼ାଉ କାରାଯାଇ ଥିଲା। ଚଢ଼ାଉ ବେଳେ ତାଙ୍କ ପୁଅ ସେକ ସାଦିକକୁ  ଗିରଫ କରିବା ସହିତ ତାଙ୍କପାଖରୁ ୨୫୦ଗ୍ରାମ ଓଜନର ବ୍ରାଉନ ସୁଗାୃର ସହିତ ଏକ ମୋବାଇଲ ଫୋନ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାୃରର ବଜାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଛି। ପୋଲିସ ବ୍ରାଉନ ସୁଗାୃର ମାଫିଆକୁ ଗିରଫ କରି ଅଧିକ ତଦନ୍ତ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

02 Aug 2021 By The Sakala

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ: ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଜଳେଶ୍ବର: ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ରାଜପୁର ଅଂଚଳରୁ ମିଳିତ ଚଢ଼ାଉ କରି ୨୫୦ ଗ୍ରାମ ଓଜନର ବ୍ରାଉନ ସୁଗର ଜବତ ସହ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ସେକ ସାଦିକ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ଥାନା ରାଜପୁର ଅଞ୍ଚଳରେ  ସେକ ଆଶିକଙ୍କ ଘରେ ଚଢ଼ାଉ କାରାଯାଇ ଥିଲା। ଚଢ଼ାଉ ବେଳେ ତାଙ୍କ ପୁଅ ସେକ ସାଦିକକୁ  ଗିରଫ କରିବା ସହିତ ତାଙ୍କପାଖରୁ ୨୫୦ଗ୍ରାମ ଓଜନର ବ୍ରାଉନ ସୁଗାୃର ସହିତ ଏକ ମୋବାଇଲ ଫୋନ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାୃରର ବଜାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଛି। ପୋଲିସ ବ୍ରାଉନ ସୁଗାୃର ମାଫିଆକୁ ଗିରଫ କରି ଅଧିକ ତଦନ୍ତ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର