ପାରିବାରିକ କଳହକୁ କେନ୍ଦ୍ରକରି ବାପପୁଅଙ୍କୁ ହତ୍ୟାକଲା ନୃଶଂସ ପୁତୁରା

The Sakala Picture
Published On

ଜଳେଶ୍ୱର: ରଜରେ ବିଭତ୍ସ ହତ୍ୟା । ବିଳମ୍ବିତ ରାତିରେ ଗୋଡାଇ ଗୋଡାଇ ବାପପୁଅକୁ କଟୁରିରେ ହାଣିଲା ପୁତୁରା । ହତ୍ୟାକାଣ୍ଡ ଘଟିଛି ରାଇବଣିଆ ଥାନା କବାଟଘାଟି ଗ୍ରାମରେ। ହାରା ବିନ୍ଧାଣି ଓ କ୍ରିଷ୍ଣା ବିନ୍ଧାଣିଙ୍କୁ ହତ୍ୟା କରିଛି କବାଟ ଘାଟି ଗ୍ରାମର ପୁତୁରା ପ୍ରଫୁଲ୍ଲ ବିନ୍ଧାଣି । ମୃତକ ବାପପୁଅ ହେଲେ ସରଦାର ବନ୍ଦ ପଞ୍ଚାୟତର ବଡଟିକାୟତପୁରର। ରଜରେ କାକା ଘରକୁ ବୁଲିବାକୁ ଆସିଥିଲା ହତ୍ୟାକାରୀ ପୁତୁରା । ପାରିବାରିକ କଳହକୁ କେନ୍ଦ୍ରକରି କଥା କଟାକଟି ପରେ […]

ଜଳେଶ୍ୱର: ରଜରେ ବିଭତ୍ସ ହତ୍ୟା । ବିଳମ୍ବିତ ରାତିରେ ଗୋଡାଇ ଗୋଡାଇ ବାପପୁଅକୁ କଟୁରିରେ ହାଣିଲା ପୁତୁରା । ହତ୍ୟାକାଣ୍ଡ ଘଟିଛି ରାଇବଣିଆ ଥାନା କବାଟଘାଟି ଗ୍ରାମରେ। ହାରା ବିନ୍ଧାଣି ଓ କ୍ରିଷ୍ଣା ବିନ୍ଧାଣିଙ୍କୁ ହତ୍ୟା କରିଛି କବାଟ ଘାଟି ଗ୍ରାମର ପୁତୁରା ପ୍ରଫୁଲ୍ଲ ବିନ୍ଧାଣି । ମୃତକ ବାପପୁଅ ହେଲେ ସରଦାର ବନ୍ଦ ପଞ୍ଚାୟତର ବଡଟିକାୟତପୁରର। ରଜରେ କାକା ଘରକୁ ବୁଲିବାକୁ ଆସିଥିଲା ହତ୍ୟାକାରୀ ପୁତୁରା । ପାରିବାରିକ କଳହକୁ କେନ୍ଦ୍ରକରି କଥା କଟାକଟି ପରେ ପୁତୁରା ବାପପୁଅକୁ କଟୁରିରେ ହାଣିଥିଲା । ଗୁରୁତର ଅବସ୍ଥାରେ ବାଲେଶ୍ବର ହସ୍ପିଟାଲରେ ଉଭୟ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ବଡ଼ବାପା ଓ ଭାଇକୁ ମାରିବା ପରେ ଘଟଣା ସ୍ଥଳରୁ ପୁତୁରା ଫେରାର ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ରାଇବଣିଆ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

15 Jun 2023 By The Sakala

ପାରିବାରିକ କଳହକୁ କେନ୍ଦ୍ରକରି ବାପପୁଅଙ୍କୁ ହତ୍ୟାକଲା ନୃଶଂସ ପୁତୁରା

ଜଳେଶ୍ୱର: ରଜରେ ବିଭତ୍ସ ହତ୍ୟା । ବିଳମ୍ବିତ ରାତିରେ ଗୋଡାଇ ଗୋଡାଇ ବାପପୁଅକୁ କଟୁରିରେ ହାଣିଲା ପୁତୁରା । ହତ୍ୟାକାଣ୍ଡ ଘଟିଛି ରାଇବଣିଆ ଥାନା କବାଟଘାଟି ଗ୍ରାମରେ। ହାରା ବିନ୍ଧାଣି ଓ କ୍ରିଷ୍ଣା ବିନ୍ଧାଣିଙ୍କୁ ହତ୍ୟା କରିଛି କବାଟ ଘାଟି ଗ୍ରାମର ପୁତୁରା ପ୍ରଫୁଲ୍ଲ ବିନ୍ଧାଣି । ମୃତକ ବାପପୁଅ ହେଲେ ସରଦାର ବନ୍ଦ ପଞ୍ଚାୟତର ବଡଟିକାୟତପୁରର। ରଜରେ କାକା ଘରକୁ ବୁଲିବାକୁ ଆସିଥିଲା ହତ୍ୟାକାରୀ ପୁତୁରା । ପାରିବାରିକ କଳହକୁ କେନ୍ଦ୍ରକରି କଥା କଟାକଟି ପରେ ପୁତୁରା ବାପପୁଅକୁ କଟୁରିରେ ହାଣିଥିଲା । ଗୁରୁତର ଅବସ୍ଥାରେ ବାଲେଶ୍ବର ହସ୍ପିଟାଲରେ ଉଭୟ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ବଡ଼ବାପା ଓ ଭାଇକୁ ମାରିବା ପରେ ଘଟଣା ସ୍ଥଳରୁ ପୁତୁରା ଫେରାର ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ରାଇବଣିଆ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

https://www.thesakala.in/latest-odisha-news/balasore/nephew-killed-father-and-son-over-family-dispute/article-22607
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର