ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ସଫଳ ପରୀକ୍ଷଣ

The Sakala Picture
Published On

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଉତକ୍ଷେପଣ କେନ୍ଦ୍ର -୩ (ଏଲସି-୩)ରୁ ବୁଧବାର ସନ୍ଧ୍ୟା ୭ଟା୩୦ମିନିଟରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ -୨ର ସଫଳ ପରୀକ୍ଷଣ ହେଇଥିବା ଜାଣିବାକୁ ମିଳିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ରକୁ ବୁଧବାର ଦିନ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲେଷ୍ଟିକ ମିଜାଇଲ ପୃଥିବୀ-୨ର ଲକ୍ଷ୍ୟଭେଦ କ୍ଷମତା ୨୫୦ରୁ ୩୦୦ କିଲୋମିଟର। ଏଥିରେ ୧ ହଜାର କେଜି ପର୍ଯ୍ଯନ୍ତ ଉଭୟ ପାରମ୍ପାରିକ ଓ ଆଣବିକ […]

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଉତକ୍ଷେପଣ କେନ୍ଦ୍ର -୩ (ଏଲସି-୩)ରୁ ବୁଧବାର ସନ୍ଧ୍ୟା ୭ଟା୩୦ମିନିଟରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ -୨ର ସଫଳ ପରୀକ୍ଷଣ ହେଇଥିବା ଜାଣିବାକୁ ମିଳିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ରକୁ ବୁଧବାର ଦିନ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲେଷ୍ଟିକ ମିଜାଇଲ ପୃଥିବୀ-୨ର ଲକ୍ଷ୍ୟଭେଦ କ୍ଷମତା ୨୫୦ରୁ ୩୦୦ କିଲୋମିଟର। ଏଥିରେ ୧ ହଜାର କେଜି ପର୍ଯ୍ଯନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଏହାର ଲମ୍ବ ୮.୫୬ ମିଟର।ଆଜିର ପରୀକ୍ଷଣ ବେଳେ ଆଇଟିଆରର ବରିଷ୍ଠ ବୈଜ୍ଞାନିକ, ଇଂଜିନିୟର ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

15 Jun 2022 By The Sakala

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଉତକ୍ଷେପଣ କେନ୍ଦ୍ର -୩ (ଏଲସି-୩)ରୁ ବୁଧବାର ସନ୍ଧ୍ୟା ୭ଟା୩୦ମିନିଟରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ -୨ର ସଫଳ ପରୀକ୍ଷଣ ହେଇଥିବା ଜାଣିବାକୁ ମିଳିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ରକୁ ବୁଧବାର ଦିନ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲେଷ୍ଟିକ ମିଜାଇଲ ପୃଥିବୀ-୨ର ଲକ୍ଷ୍ୟଭେଦ କ୍ଷମତା ୨୫୦ରୁ ୩୦୦ କିଲୋମିଟର। ଏଥିରେ ୧ ହଜାର କେଜି ପର୍ଯ୍ଯନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଏହାର ଲମ୍ବ ୮.୫୬ ମିଟର।ଆଜିର ପରୀକ୍ଷଣ ବେଳେ ଆଇଟିଆରର ବରିଷ୍ଠ ବୈଜ୍ଞାନିକ, ଇଂଜିନିୟର ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।

https://www.thesakala.in/latest-odisha-news/balasore/successfully-test-fires-short-range-ballistic-missile-prithvi-ii/article-12484
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର