ରାସ୍ତାରେ ବାଲି ଓ ଚିପସ ଟ୍ରାକଟରରେ ନେବାକୁ ନେଇ ପ୍ରତିବାଦ କରିବାରୁ ବାପା ଓ ଝିଅକୁ ଭୁଜାଲିରେ ଆକ୍ରମଣ

The Sakala Picture
Published On

ଭଦ୍ରକ : ଗୁରବାର ରାତିରେ ଘର ସାମନାରେ ବାପ-ଝିଅ ଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଛି । ଭଦ୍ରକ ଟାଉନ ଥାନା ଅଧିନ ୧୩ନମ୍ବର ୱାର୍ଡ ନିୟୁ କଲୋନୀ ଗାଁରେ ଘଟିଛି ଅଘଟଣ। ରାସ୍ତାରେ ବାଲି ଓ ଚିପସ କୁ ଟ୍ରାକଟରରେ ନେବାକୁ ନେଇ ପ୍ରତିବାଦ କରି ଥାନାରେ ଏତଲା ଦେବାରୁ ଵାପା ଓ ଝିଅକୁ ଭୁଜାଲିରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଗୁରୁତର ଭାବେ ପ୍ରତିଷ୍ଠିତ ବ୍ୟବସାୟୀ ଲକ୍ଷଣ ମିଶ୍ର ଓ ତାଙ୍କ ଝିଅ […]

ଭଦ୍ରକ : ଗୁରବାର ରାତିରେ ଘର ସାମନାରେ ବାପ-ଝିଅ ଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଛି । ଭଦ୍ରକ ଟାଉନ ଥାନା ଅଧିନ ୧୩ନମ୍ବର ୱାର୍ଡ ନିୟୁ କଲୋନୀ ଗାଁରେ ଘଟିଛି ଅଘଟଣ। ରାସ୍ତାରେ ବାଲି ଓ ଚିପସ କୁ ଟ୍ରାକଟରରେ ନେବାକୁ ନେଇ ପ୍ରତିବାଦ କରି ଥାନାରେ ଏତଲା ଦେବାରୁ ଵାପା ଓ ଝିଅକୁ ଭୁଜାଲିରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଗୁରୁତର ଭାବେ ପ୍ରତିଷ୍ଠିତ ବ୍ୟବସାୟୀ ଲକ୍ଷଣ ମିଶ୍ର ଓ ତାଙ୍କ ଝିଅ ଭାରତୀ ମିଶ୍ର ଆହତ ହୋଇଛନ୍ତି ।ବାପା ଓ ଝିଅର ଶରୀରରେ ଵିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ହୋଇଛି । ଗୁରୁତର ଲକ୍ଷ୍ମଣଙ୍କୁ ଭଦ୍ରକ ଜିଲ୍ଲା ହସପିଟାଲରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାରେ ଟାଉନ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

16 Jul 2021 By The Sakala

ରାସ୍ତାରେ ବାଲି ଓ ଚିପସ ଟ୍ରାକଟରରେ ନେବାକୁ ନେଇ ପ୍ରତିବାଦ କରିବାରୁ ବାପା ଓ ଝିଅକୁ ଭୁଜାଲିରେ ଆକ୍ରମଣ

ଭଦ୍ରକ : ଗୁରବାର ରାତିରେ ଘର ସାମନାରେ ବାପ-ଝିଅ ଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଛି । ଭଦ୍ରକ ଟାଉନ ଥାନା ଅଧିନ ୧୩ନମ୍ବର ୱାର୍ଡ ନିୟୁ କଲୋନୀ ଗାଁରେ ଘଟିଛି ଅଘଟଣ। ରାସ୍ତାରେ ବାଲି ଓ ଚିପସ କୁ ଟ୍ରାକଟରରେ ନେବାକୁ ନେଇ ପ୍ରତିବାଦ କରି ଥାନାରେ ଏତଲା ଦେବାରୁ ଵାପା ଓ ଝିଅକୁ ଭୁଜାଲିରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଗୁରୁତର ଭାବେ ପ୍ରତିଷ୍ଠିତ ବ୍ୟବସାୟୀ ଲକ୍ଷଣ ମିଶ୍ର ଓ ତାଙ୍କ ଝିଅ ଭାରତୀ ମିଶ୍ର ଆହତ ହୋଇଛନ୍ତି ।ବାପା ଓ ଝିଅର ଶରୀରରେ ଵିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ହୋଇଛି । ଗୁରୁତର ଲକ୍ଷ୍ମଣଙ୍କୁ ଭଦ୍ରକ ଜିଲ୍ଲା ହସପିଟାଲରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାରେ ଟାଉନ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର