ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଚଳନ୍ତା କାରରେ ଲାଗିଲା ନିଆଁ, ଜୀବନ ବଞ୍ଚାଇବାକୁ ଦୌଡିଲେ ଯାତ୍ରୀ

The Sakala Picture
Published On

ବେତନଟୀ : ରବିବାର ୧୮ନଂ ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ବଙ୍ଗଳା ଛକରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ବେଳେ ଏଥିରେ ଯାଉଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ ଓଡି -୦୨ଇ-୮୯୨୫ ବେତନଟୀରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ବଙ୍ଗଳାଛକ ଠାରେ ହଠାତ କାରରେ ନିଆଁ ଲାଗିଯାଇଥିଲା । ତେବେ କାରରେ ବସିଥିବା ଚାଳକ ସମେତ ଯାତ୍ରୀମାନେ ଜୀବନ ବଞ୍ଚାଇ ବାହାରକୁ ଦୌଡ଼ି ପଳାଇଥିଲେ । ତେବେ ରାସ୍ତା […]

ବେତନଟୀ : ରବିବାର ୧୮ନଂ ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ବଙ୍ଗଳା ଛକରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ବେଳେ ଏଥିରେ ଯାଉଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ ଓଡି -୦୨ଇ-୮୯୨୫ ବେତନଟୀରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ବଙ୍ଗଳାଛକ ଠାରେ ହଠାତ କାରରେ ନିଆଁ ଲାଗିଯାଇଥିଲା । ତେବେ କାରରେ ବସିଥିବା ଚାଳକ ସମେତ ଯାତ୍ରୀମାନେ ଜୀବନ ବଞ୍ଚାଇ ବାହାରକୁ ଦୌଡ଼ି ପଳାଇଥିଲେ । ତେବେ ରାସ୍ତା ମଝିରେ ଦେଖୁ ଦେଖୁ କାରଟି ଯଲିଯାଇଥିବା ବେଳେ ଯାତାୟାତ ପୁରା ଠପ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଖବର ପାଇ ବେତନଟୀ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା ସେତେବେଳକୁ କାରଟି ପୋଡି ନଷ୍ଟ ହୋଇଯାଇଥିଲା । ଜାଳିପୋଡି ନଷ୍ଟ ହୋଇଯାଇଥିବା କାରଟି ଭବାନୀଶଙ୍କର ସିଂ ନାମରେ ପଞ୍ଜିକୃତ ଥିବା ଜଣାଯାଇଛି । ତେବେ ସର୍ଟସର୍କିଟରୁ ଏଭଳି ହୋଇଥିବା ଅଗ୍ନିଶମ ବିଭାଗ ଅନୁମାନ କରୁଚି । ଯାତାୟାତ ବାଧାପ୍ରାପ୍ତ ପାଇଁ ସାମୟିକ ଭାବେ ଟ୍ରାଫିକ ସମସ୍ୟା ଦେଖାଦେଇଥିବା ବେଳେ ଏହାର ସମାଧାନ ପାଇଁ ବେତନଟୀ ପୁଲିସ ମଧ୍ୟ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

13 Mar 2022 By The Sakala

ଚଳନ୍ତା କାରରେ ଲାଗିଲା ନିଆଁ, ଜୀବନ ବଞ୍ଚାଇବାକୁ ଦୌଡିଲେ ଯାତ୍ରୀ

ବେତନଟୀ : ରବିବାର ୧୮ନଂ ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ବଙ୍ଗଳା ଛକରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ବେଳେ ଏଥିରେ ଯାଉଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ ଓଡି -୦୨ଇ-୮୯୨୫ ବେତନଟୀରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ବଙ୍ଗଳାଛକ ଠାରେ ହଠାତ କାରରେ ନିଆଁ ଲାଗିଯାଇଥିଲା । ତେବେ କାରରେ ବସିଥିବା ଚାଳକ ସମେତ ଯାତ୍ରୀମାନେ ଜୀବନ ବଞ୍ଚାଇ ବାହାରକୁ ଦୌଡ଼ି ପଳାଇଥିଲେ । ତେବେ ରାସ୍ତା ମଝିରେ ଦେଖୁ ଦେଖୁ କାରଟି ଯଲିଯାଇଥିବା ବେଳେ ଯାତାୟାତ ପୁରା ଠପ ହୋଇଯାଇଥିଲା ।

ଖବର ପାଇ ବେତନଟୀ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା ସେତେବେଳକୁ କାରଟି ପୋଡି ନଷ୍ଟ ହୋଇଯାଇଥିଲା । ଜାଳିପୋଡି ନଷ୍ଟ ହୋଇଯାଇଥିବା କାରଟି ଭବାନୀଶଙ୍କର ସିଂ ନାମରେ ପଞ୍ଜିକୃତ ଥିବା ଜଣାଯାଇଛି । ତେବେ ସର୍ଟସର୍କିଟରୁ ଏଭଳି ହୋଇଥିବା ଅଗ୍ନିଶମ ବିଭାଗ ଅନୁମାନ କରୁଚି । ଯାତାୟାତ ବାଧାପ୍ରାପ୍ତ ପାଇଁ ସାମୟିକ ଭାବେ ଟ୍ରାଫିକ ସମସ୍ୟା ଦେଖାଦେଇଥିବା ବେଳେ ଏହାର ସମାଧାନ ପାଇଁ ବେତନଟୀ ପୁଲିସ ମଧ୍ୟ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର