ଭିଜିଲାନ୍ସ ଜାଲରେ ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟର ଓ ଭାରପ୍ରାପ୍ତ ସମ୍ପାଦକ
ସୁବର୍ଣ୍ଣପୁର: ଭିଜିଲାନ୍ସ ହାତରେ ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାୟକ ଓ ଭାରପ୍ରାପ୍ତ ସମ୍ପାଦକ କୁନା ନାୟକ । ଋଣ ନାଁରେ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଗିରଫ କରିଛି। ଋଣ କରାଇଦେବା କହି ଜଣେ ଅଭିଯୋଗକାରୀଙ୍କ ଠାରୁ ୮ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଉଭୟଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ଉଭୟ ଅଭିଯୁକ୍ତଙ୍କଠାରୁ ସମ୍ପୃକ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ, ଆଜି ସୁବର୍ଣ୍ଣପୁର ଜିଲ୍ଲା […]
ସୁବର୍ଣ୍ଣପୁର: ଭିଜିଲାନ୍ସ ହାତରେ ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାୟକ ଓ ଭାରପ୍ରାପ୍ତ ସମ୍ପାଦକ କୁନା ନାୟକ । ଋଣ ନାଁରେ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଗିରଫ କରିଛି। ଋଣ କରାଇଦେବା କହି ଜଣେ ଅଭିଯୋଗକାରୀଙ୍କ ଠାରୁ ୮ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଉଭୟଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ଉଭୟ ଅଭିଯୁକ୍ତଙ୍କଠାରୁ ସମ୍ପୃକ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା
ସୂଚନା ଅନୁଯାୟୀ, ଆଜି ସୁବର୍ଣ୍ଣପୁର ଜିଲ୍ଲା ଶିବତୁଲା ସେବା ସମବାୟ ସମିତି ସମ୍ପାଦକ କୁନା ନାଏକ ଓ ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାୟକ ଚାଷୀଙ୍କ ଠାରୁ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କ ଉପରେ ଚଢାଉ କରିଥିଲା । ଚାଷୀଙ୍କ ଋଣ କରାଇଦେବା କହି କୁନା ଲାଞ୍ଚ ନେବା ବେଳେ ମାଡ଼ିବସିଲିଥିଲା ସୋନପୁର ଭିଜିଲାନ୍ସ ଟିମ ।
ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ






