ସାବଧାନ ହୋଇଯାଆନ୍ତୁ ନକଲି ଭୋଟର୍; ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚେତାବନୀ ଦେଲେ ରାଜ୍ୟ ନିର୍ବାଚନ କମିଶନ

The Sakala Picture
Published On

ଭୁବନେଶ୍ୱର: ନକଲି ଭୋଟର୍ ସାବଧାନ! ନକଲି ଭୋଟର ବୋଲି ଜଣାପଡ଼ିଲେ ଯାଇପାରନ୍ତି ଥାନାକୁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କୌଣସି ଏଜେଂଟ୍ ଯଦି ଭୋଟରଙ୍କ ପରିଚୟ ଉପରେ ସନ୍ଦେହ କରନ୍ତି, ତାହା ହେଲେ ତଦନ୍ତ କରାଯିବ । ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ୨ ଟଙ୍କା ଦାଖଲ କରିବାକୁ ପଡ଼ିବ। ଅଭିଯୋଗ ପାଇଲା ପରେ ଘଟଣାସ୍ଥଳରେ ତଦନ୍ତ କରିବେ ପ୍ରିଜାଇଡିଂ ଅଫିସର । […]

ଭୁବନେଶ୍ୱର: ନକଲି ଭୋଟର୍ ସାବଧାନ! ନକଲି ଭୋଟର ବୋଲି ଜଣାପଡ଼ିଲେ ଯାଇପାରନ୍ତି ଥାନାକୁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କୌଣସି ଏଜେଂଟ୍ ଯଦି ଭୋଟରଙ୍କ ପରିଚୟ ଉପରେ ସନ୍ଦେହ କରନ୍ତି, ତାହା ହେଲେ ତଦନ୍ତ କରାଯିବ । ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ୨ ଟଙ୍କା ଦାଖଲ କରିବାକୁ ପଡ଼ିବ। ଅଭିଯୋଗ ପାଇଲା ପରେ ଘଟଣାସ୍ଥଳରେ ତଦନ୍ତ କରିବେ ପ୍ରିଜାଇଡିଂ ଅଫିସର । ଅଭିଯୋଗ ପ୍ରମାଣିତ ହେଲେ ନକଲି ଭୋଟରଙ୍କୁ ପୋଲିସରେ ଜିମା ଦିଆଯିବ । ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

13 Feb 2022 By The Sakala

ସାବଧାନ ହୋଇଯାଆନ୍ତୁ ନକଲି ଭୋଟର୍; ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚେତାବନୀ ଦେଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ନକଲି ଭୋଟର୍ ସାବଧାନ! ନକଲି ଭୋଟର ବୋଲି ଜଣାପଡ଼ିଲେ ଯାଇପାରନ୍ତି ଥାନାକୁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କୌଣସି ଏଜେଂଟ୍ ଯଦି ଭୋଟରଙ୍କ ପରିଚୟ ଉପରେ ସନ୍ଦେହ କରନ୍ତି, ତାହା ହେଲେ ତଦନ୍ତ କରାଯିବ । ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ୨ ଟଙ୍କା ଦାଖଲ କରିବାକୁ ପଡ଼ିବ। ଅଭିଯୋଗ ପାଇଲା ପରେ ଘଟଣାସ୍ଥଳରେ ତଦନ୍ତ କରିବେ ପ୍ରିଜାଇଡିଂ ଅଫିସର । ଅଭିଯୋଗ ପ୍ରମାଣିତ ହେଲେ ନକଲି ଭୋଟରଙ୍କୁ ପୋଲିସରେ ଜିମା ଦିଆଯିବ । ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ।

https://www.thesakala.in/latest-odisha-news/panchayat-election-state-election-commission-warn-fake-voters/article-9223
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର