ଚିନ୍ତା ବଢାଉଛି କରୋନା: ଭିମସାରରେ ୧୫ ଦିନ ପାଇଁ ବନ୍ଦ ରହିଲା ଏମବିବିଏସ୍ ପରୀକ୍ଷା

The Sakala Picture
Published On

ସମ୍ବଲପୁର: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଲଗାତର ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁର୍ଲା ଭିମସାର କର୍ତ୍ତୁପକ୍ଷ ବଡ଼ ନିଷ୍ପତ୍ତି ନେଇଛି । ଭିମିସାରରେ ଘୁଞ୍ଚିଛି ଏମବିବିଏସ୍ ପରୀକ୍ଷା । ଆସନ୍ତା ୧୫ ଦିନ ପାଇଁ ଏମବିବିଏସ୍ ଅଫଲାଇନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଭିମସାରରେ ଅନେକ ଛାତ୍ରଛାତ୍ରୀ ଓ କିଛି ଡାକ୍ତର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ […]

ସମ୍ବଲପୁର: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଲଗାତର ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁର୍ଲା ଭିମସାର କର୍ତ୍ତୁପକ୍ଷ ବଡ଼ ନିଷ୍ପତ୍ତି ନେଇଛି । ଭିମିସାରରେ ଘୁଞ୍ଚିଛି ଏମବିବିଏସ୍ ପରୀକ୍ଷା । ଆସନ୍ତା ୧୫ ଦିନ ପାଇଁ ଏମବିବିଏସ୍ ଅଫଲାଇନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଭିମସାରରେ ଅନେକ ଛାତ୍ରଛାତ୍ରୀ ଓ କିଛି ଡାକ୍ତର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାକୁ ଦୃଷ୍ଟିରେ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୁପକ୍ଷ । ଆଗକୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

14 Jan 2022 By The Sakala

ଚିନ୍ତା ବଢାଉଛି କରୋନା: ଭିମସାରରେ ୧୫ ଦିନ ପାଇଁ ବନ୍ଦ ରହିଲା ଏମବିବିଏସ୍ ପରୀକ୍ଷା

ସମ୍ବଲପୁର: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଲଗାତର ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁର୍ଲା ଭିମସାର କର୍ତ୍ତୁପକ୍ଷ ବଡ଼ ନିଷ୍ପତ୍ତି ନେଇଛି । ଭିମିସାରରେ ଘୁଞ୍ଚିଛି ଏମବିବିଏସ୍ ପରୀକ୍ଷା । ଆସନ୍ତା ୧୫ ଦିନ ପାଇଁ ଏମବିବିଏସ୍ ଅଫଲାଇନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଭିମସାରରେ ଅନେକ ଛାତ୍ରଛାତ୍ରୀ ଓ କିଛି ଡାକ୍ତର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାକୁ ଦୃଷ୍ଟିରେ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୁପକ୍ଷ । ଆଗକୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ।

https://www.thesakala.in/latest-odisha-news/mbbs-exam-postponed-15-days-in-bhimsar/article-8419
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର