ପିପିଲି ଉପ-ନିର୍ବାଚନ ନେଇ ବିଜେପି ରାଜନୈତିକ ଷ୍ଟଣ୍ଟ ଖେଳୁଛି- ପ୍ରତାପ ଦେବ

The Sakala Picture
Published On

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ନେଇ ବିଜେପି ରାଜନୈତିକ ଷ୍ଟଣ୍ଟ ଖେଳୁଛି । କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ବିଜେପି ଯେଉଁ ଦାବି କରୁଛି ତାହା ରାଜନୈତିକ ଅଭିସନ୍ଧି ମୂଳକ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏପରି ରାଜନୈତିକ ଚାଲ୍ ଚଳାଇଛି । ଦୀର୍ଘ ଦିନ ଧରି ପିପିଲିରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ହଠାତ୍ ବିଜେପିକୁ ହୃଦୟଙ୍ଗମ ହୋଇଛି ଯେ, ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତି […]

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ନେଇ ବିଜେପି ରାଜନୈତିକ ଷ୍ଟଣ୍ଟ ଖେଳୁଛି । କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ବିଜେପି ଯେଉଁ ଦାବି କରୁଛି ତାହା ରାଜନୈତିକ ଅଭିସନ୍ଧି ମୂଳକ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏପରି ରାଜନୈତିକ ଚାଲ୍ ଚଳାଇଛି । ଦୀର୍ଘ ଦିନ ଧରି ପିପିଲିରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ହଠାତ୍ ବିଜେପିକୁ ହୃଦୟଙ୍ଗମ ହୋଇଛି ଯେ, ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ଯସ୍ତ । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଗତକାଲି ରାତିରେ ବିଜେପି କର୍ମକର୍ତ୍ତା ପିପିଲି ବିଜେପି ପାର୍ଟି ଅଫିସରେ ବମ୍ ପକାଇଛନ୍ତି । ଏନେଇ କାହିଁକି ଥାନାରେ ବିଜେପି ଏତଲା ଦେଇନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ନାହିଁ ବୋଲି ବାର୍ତ୍ତା ଦେବାକୁ ଏପରି ଡ୍ରାମା କରୁଛି ବିଜେପି । ଏହା ବିଜେପିର ନିନ୍ଦନୀୟ କାର୍ଯ୍ଯକ୍ରମ । ନିର୍ବାଚନ ପ୍ରକ୍ରିୟା ବହୁ ଦିନ ଧରି ଚାଲିଛି । ହେଲେ ୪୮ ଘଣ୍ଟାରେ ପିପିଲିରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ହେଉଥିବା ବିଜେପି ଦାବି କରୁଛି । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତି, ଯାହାକୁ ସେମାନେ ମଧ୍ୟ ହୃଦୟଙ୍ଗମ କଲେଣି ଏଣୁ ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏଭଳି କରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ଦେବ । ବିଜେପିର ଏଭଳି କାର୍ଯ୍ଯକୁ ଶ୍ରୀ ଦେବ ଦୃଢ଼ ନିନ୍ଦା କରିବା ସହ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସୂଚନା ଯୋଗ୍ୟ ଗତକାଲି ସନ୍ଧ୍ୟାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେପି । ଯାହାର କଡା ଜବାବ ଦେଇଛି ବିଜେଡି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

29 Sep 2021 By The Sakala

ପିପିଲି ଉପ-ନିର୍ବାଚନ ନେଇ ବିଜେପି ରାଜନୈତିକ ଷ୍ଟଣ୍ଟ ଖେଳୁଛି- ପ୍ରତାପ ଦେବ

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ନେଇ ବିଜେପି ରାଜନୈତିକ ଷ୍ଟଣ୍ଟ ଖେଳୁଛି । କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ବିଜେପି ଯେଉଁ ଦାବି କରୁଛି ତାହା ରାଜନୈତିକ ଅଭିସନ୍ଧି ମୂଳକ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏପରି ରାଜନୈତିକ ଚାଲ୍ ଚଳାଇଛି । ଦୀର୍ଘ ଦିନ ଧରି ପିପିଲିରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ହଠାତ୍ ବିଜେପିକୁ ହୃଦୟଙ୍ଗମ ହୋଇଛି ଯେ, ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ଯସ୍ତ । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଗତକାଲି ରାତିରେ ବିଜେପି କର୍ମକର୍ତ୍ତା ପିପିଲି ବିଜେପି ପାର୍ଟି ଅଫିସରେ ବମ୍ ପକାଇଛନ୍ତି । ଏନେଇ କାହିଁକି ଥାନାରେ ବିଜେପି ଏତଲା ଦେଇନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ନାହିଁ ବୋଲି ବାର୍ତ୍ତା ଦେବାକୁ ଏପରି ଡ୍ରାମା କରୁଛି ବିଜେପି । ଏହା ବିଜେପିର ନିନ୍ଦନୀୟ କାର୍ଯ୍ଯକ୍ରମ । ନିର୍ବାଚନ ପ୍ରକ୍ରିୟା ବହୁ ଦିନ ଧରି ଚାଲିଛି । ହେଲେ ୪୮ ଘଣ୍ଟାରେ ପିପିଲିରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ହେଉଥିବା ବିଜେପି ଦାବି କରୁଛି । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତି, ଯାହାକୁ ସେମାନେ ମଧ୍ୟ ହୃଦୟଙ୍ଗମ କଲେଣି ଏଣୁ ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏଭଳି କରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ଦେବ । ବିଜେପିର ଏଭଳି କାର୍ଯ୍ଯକୁ ଶ୍ରୀ ଦେବ ଦୃଢ଼ ନିନ୍ଦା କରିବା ସହ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସୂଚନା ଯୋଗ୍ୟ ଗତକାଲି ସନ୍ଧ୍ୟାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେପି । ଯାହାର କଡା ଜବାବ ଦେଇଛି ବିଜେଡି ।

https://www.thesakala.in/latest-odisha-news/the-bjp-is-conspiring-politically-for-pipili-by-election/article-5735
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର