ବିଚ୍‌ ରାସ୍ତାରୁ ଛାତ୍ରୀ ଅପହରଣ ଘଟଣା; ଉଦ୍ଧାର ହେଲେ ଛାତ୍ରୀ, ଅପହରଣ କି ପ୍ରେମ ସର୍ମ୍ପକ ତାହା ଅସ୍ପଷ୍ଟ

The Sakala Picture
Published On

ଭଦ୍ରକ: ଚାନ୍ଦବାଲି ଉଗ୍ରତରା ଗାଁ ଅପହରଣ ହୋଇଥିବା ଯୁବତୀ ଚାନ୍ଦବାଲି ପୋଲିସ ପକ୍ଷରୁ ଉଦ୍ଧାର। ଅପହରଣ କି ପ୍ରେମ ସର୍ମ୍ପକ ଯୋଗୁ ଯାଇଥିଲେ ଯୁବତୀ ପୋଲିସର ଚାଲିଛି ପଚରାଉଚରା। ଉକ୍ତ ଯୁବତୀ ଓ ଜଣେ ଯୁବକଙ୍କ ସହ ନୋଟାରୀରେ ବିବାହ ହୋଇଥିବା ସାଟିଫିକେଟ ପୋଲିସ ପାଖରେ ଦାଖଲ ହୋଇଥିବା ସୂଚନା ମିଳିଛି। ସୂଚନା ଥାଉ କି, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରେ ଟିଉସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଜଣେ ଛାତ୍ରୀଙ୍କୁ ଏକ ଇଣ୍ଡିଗୋ […]

ଭଦ୍ରକ: ଚାନ୍ଦବାଲି ଉଗ୍ରତରା ଗାଁ ଅପହରଣ ହୋଇଥିବା ଯୁବତୀ ଚାନ୍ଦବାଲି ପୋଲିସ ପକ୍ଷରୁ ଉଦ୍ଧାର। ଅପହରଣ କି ପ୍ରେମ ସର୍ମ୍ପକ ଯୋଗୁ ଯାଇଥିଲେ ଯୁବତୀ ପୋଲିସର ଚାଲିଛି ପଚରାଉଚରା। ଉକ୍ତ ଯୁବତୀ ଓ ଜଣେ ଯୁବକଙ୍କ ସହ ନୋଟାରୀରେ ବିବାହ ହୋଇଥିବା ସାଟିଫିକେଟ ପୋଲିସ ପାଖରେ ଦାଖଲ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବନ୍ୟା ପୀଡ଼ିତଙ୍କୁ ସହାୟତା ପ୍ରଦାନ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ: ବିଜେଡି

ସୂଚନା ଥାଉ କି, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରେ ଟିଉସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଜଣେ ଛାତ୍ରୀଙ୍କୁ ଏକ ଇଣ୍ଡିଗୋ କାରରେ ଜଣେ ଯୁବକ ଜବରଦସ୍ତ ଠେଲି ପେଲି ଅପହରଣ କରି ନେଇ ଯାଉଥିବାର ସିସି ଟିଭି ଫୁଟେଜ ଭାଇରାଲ ହୋଇଥିଲା । ପରିବାର ଲୋକେ ଝିଅକୁ ଅପହରଣ କରିଯାଇଥିବା ନେଇ ଗତ ୧୯ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । ମହୁଲିଆ ଛକ ନିକଟ ଏକ ସିମେଣ୍ଟ ଦୋକାନରୁ ସିସି ଟିଭି ଫୁଟେଜ ମିଳିବା ପରେ ଝିଅର ଉଦ୍ଧାର ପାଇଁ ପୋଲିସ ପ୍ରଶାସନ ତଦନ୍ତ ଚଳାଇଥିଲା ।

ଆହୁରି ପଢ଼ନ୍ତୁ: ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ପାଇଁ ମାଟି ପରୀକ୍ଷା, ୪୫ ଦିନିଆ ଟ୍ରାଫିକ୍ କଟକଣା ଜାରି

28 Aug 2021 By The Sakala

ବିଚ୍‌ ରାସ୍ତାରୁ ଛାତ୍ରୀ ଅପହରଣ ଘଟଣା; ଉଦ୍ଧାର ହେଲେ ଛାତ୍ରୀ, ଅପହରଣ କି ପ୍ରେମ ସର୍ମ୍ପକ ତାହା ଅସ୍ପଷ୍ଟ

ଭଦ୍ରକ: ଚାନ୍ଦବାଲି ଉଗ୍ରତରା ଗାଁ ଅପହରଣ ହୋଇଥିବା ଯୁବତୀ ଚାନ୍ଦବାଲି ପୋଲିସ ପକ୍ଷରୁ ଉଦ୍ଧାର। ଅପହରଣ କି ପ୍ରେମ ସର୍ମ୍ପକ ଯୋଗୁ ଯାଇଥିଲେ ଯୁବତୀ ପୋଲିସର ଚାଲିଛି ପଚରାଉଚରା। ଉକ୍ତ ଯୁବତୀ ଓ ଜଣେ ଯୁବକଙ୍କ ସହ ନୋଟାରୀରେ ବିବାହ ହୋଇଥିବା ସାଟିଫିକେଟ ପୋଲିସ ପାଖରେ ଦାଖଲ ହୋଇଥିବା ସୂଚନା ମିଳିଛି।

ସୂଚନା ଥାଉ କି, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ମହୁଲିଆ ଛକ ନିକଟରେ ଟିଉସନରୁ ଫେରୁଥିବା ବେଳେ ରାସ୍ତା ମଝିରୁ ଜଣେ ଛାତ୍ରୀଙ୍କୁ ଏକ ଇଣ୍ଡିଗୋ କାରରେ ଜଣେ ଯୁବକ ଜବରଦସ୍ତ ଠେଲି ପେଲି ଅପହରଣ କରି ନେଇ ଯାଉଥିବାର ସିସି ଟିଭି ଫୁଟେଜ ଭାଇରାଲ ହୋଇଥିଲା । ପରିବାର ଲୋକେ ଝିଅକୁ ଅପହରଣ କରିଯାଇଥିବା ନେଇ ଗତ ୧୯ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । ମହୁଲିଆ ଛକ ନିକଟ ଏକ ସିମେଣ୍ଟ ଦୋକାନରୁ ସିସି ଟିଭି ଫୁଟେଜ ମିଳିବା ପରେ ଝିଅର ଉଦ୍ଧାର ପାଇଁ ପୋଲିସ ପ୍ରଶାସନ ତଦନ୍ତ ଚଳାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର