ଭୁବନେଶ୍ବରରେ ୧୨ ନାବାଳକ ଓ ୭ନାବାଳିକା କରୋନା ପଜିଟିଭ୍

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି। ହେଲେ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହେଉଥିବାର ଦେଖିବାକୁ ମିଳିଛି।  ଭୁବନେଶ୍ବରରୁ ଆଜି ୧୯୭ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସଂଗରୋଧରୁ ୪୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧ଜଣ ରହିଛନ୍ତି। ଏଥି ମଧ୍ଯରେ ୧୮ ବର୍ଷରୁ କମ ବୟସର ପିଲା ୧୯ ଜଣ ସଂକ୍ରମିତ ହୋଇଛନ୍ତି। ୧୯ ଜଣଙ୍କ ମଧ୍ଯରୁ ୫ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି। ହେଲେ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହେଉଥିବାର ଦେଖିବାକୁ ମିଳିଛି।  ଭୁବନେଶ୍ବରରୁ ଆଜି ୧୯୭ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସଂଗରୋଧରୁ ୪୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧ଜଣ ରହିଛନ୍ତି। ଏଥି ମଧ୍ଯରେ ୧୮ ବର୍ଷରୁ କମ ବୟସର ପିଲା ୧୯ ଜଣ ସଂକ୍ରମିତ ହୋଇଛନ୍ତି। ୧୯ ଜଣଙ୍କ ମଧ୍ଯରୁ ୫ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଏହି ୧୯ ଜଣ ସଂକ୍ରମିତଙ୍କ ମଧ୍ଯରେ ୧୨ ଜଣ ନାବାଳକ ଓ ୭ଜଣ ନାବାଳିକା ରହିଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ସେହିପରି ଆଜି ଭୁବନେଶ୍ବରରୁ ୧୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ ଆଜି ଆଉ ୯୯୩ ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ଶୂନରୁ ୧୮ ବର୍ଷ ବୟସ ବର୍ଗରେ ୧୩୮  ସଂକ୍ରମିତ ଚିହ୍ନଟ ହୋଇଥିଲେ।

18 Aug 2021 By The Sakala

ଭୁବନେଶ୍ବରରେ ୧୨ ନାବାଳକ ଓ ୭ନାବାଳିକା କରୋନା ପଜିଟିଭ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି। ହେଲେ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହେଉଥିବାର ଦେଖିବାକୁ ମିଳିଛି।  ଭୁବନେଶ୍ବରରୁ ଆଜି ୧୯୭ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସଂଗରୋଧରୁ ୪୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧ଜଣ ରହିଛନ୍ତି। ଏଥି ମଧ୍ଯରେ ୧୮ ବର୍ଷରୁ କମ ବୟସର ପିଲା ୧୯ ଜଣ ସଂକ୍ରମିତ ହୋଇଛନ୍ତି। ୧୯ ଜଣଙ୍କ ମଧ୍ଯରୁ ୫ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଏହି ୧୯ ଜଣ ସଂକ୍ରମିତଙ୍କ ମଧ୍ଯରେ ୧୨ ଜଣ ନାବାଳକ ଓ ୭ଜଣ ନାବାଳିକା ରହିଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ ଆଜି ଆଉ ୯୯୩ ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ଶୂନରୁ ୧୮ ବର୍ଷ ବୟସ ବର୍ଗରେ ୧୩୮  ସଂକ୍ରମିତ ଚିହ୍ନଟ ହୋଇଥିଲେ।

https://www.thesakala.in/latest-odisha-news/corona-update-bbsr-18-aug/article-4709
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର