ପୋଲିସ SI ପରୀକ୍ଷା ସ୍କାମ୍: ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ

Madhusudan Das Picture
Published On

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ । ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ  । ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ ଦାଖଲ କଲା ସିବିଆଇ । ଶଙ୍କର ପୃଷ୍ଟି,  ମୁନା ମହାନ୍ତି, ସୁରେଶ ନାୟକ,  ସୌମ୍ୟା ପ୍ରିୟଦର୍ଶିନୀ ସାମଲ,  ରିଙ୍କୁ ମହାରଣା, ବିରଞ୍ଚି ନାୟକ ଓ ନୀତିଶ କୁମାର ସମେତ ୧୬ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ୭ ଜଣଙ୍କୁ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲା ଏବେ ଚାଲୁ ରହିଥିବା ବେଳେ ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତ ବେଳେ ସୂଚନା ଦେଇଛନ୍ତି ସିବିଆଇ ଅଧିକାରୀ । ସେପଟେ ପୂର୍ବରୁ ଓଡିଶା ବାହାର ଲିଙ୍କ ପଦାକୁ ଆସିବା ପରେ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ପ୍ରଚ୍ଛଦପଟରେ ଥିବା ବଡ଼ ବଡ଼ିଆଙ୍କୁ ସ୍କାନରରେ ରଖାଯାଇଛି । ଖୁବଶୀଘ୍ର ସେମାନଙ୍କୁ ନୋଟିସ ହେବ ବୋଲି ସୂଚନା ଦେଇଛି ସିବିଆଇ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

29 Dec 2025 By Madhusudan Das

ପୋଲିସ SI ପରୀକ୍ଷା ସ୍କାମ୍: ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ । ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ  । ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ ଦାଖଲ କଲା ସିବିଆଇ । ଶଙ୍କର ପୃଷ୍ଟି,  ମୁନା ମହାନ୍ତି, ସୁରେଶ ନାୟକ,  ସୌମ୍ୟା ପ୍ରିୟଦର୍ଶିନୀ ସାମଲ,  ରିଙ୍କୁ ମହାରଣା, ବିରଞ୍ଚି ନାୟକ ଓ ନୀତିଶ କୁମାର ସମେତ ୧୬ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ୭ ଜଣଙ୍କୁ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲା ଏବେ ଚାଲୁ ରହିଥିବା ବେଳେ ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତ ବେଳେ ସୂଚନା ଦେଇଛନ୍ତି ସିବିଆଇ ଅଧିକାରୀ । ସେପଟେ ପୂର୍ବରୁ ଓଡିଶା ବାହାର ଲିଙ୍କ ପଦାକୁ ଆସିବା ପରେ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ପ୍ରଚ୍ଛଦପଟରେ ଥିବା ବଡ଼ ବଡ଼ିଆଙ୍କୁ ସ୍କାନରରେ ରଖାଯାଇଛି । ଖୁବଶୀଘ୍ର ସେମାନଙ୍କୁ ନୋଟିସ ହେବ ବୋଲି ସୂଚନା ଦେଇଛି ସିବିଆଇ ।

https://www.thesakala.in/latest-odisha-news/cbi-files-first-chargesheet-in-police-si-exam-scam-case/article-43827
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର