ଟୋକିଓ ଅଲିମ୍ପିକ୍ସ: ସେମିଫାଇନାଲରେ ବେଲଜିୟମ ଠାରୁ ହାରିଲା ଭାରତ, ଖେଳାଳୀଙ୍କ ମନୋବଳ ବଢାଇଲେ ମୁଖ୍ଯମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ସେମିଫାଇନାଲରେ ବେଲଜିୟମ ଠାରୁ ୫-୨ରେ ହାରିଲା ଭାରତୀୟ ପୁରୁଷ ହକି ଦଳ। ହାରିବା ପରେ ଭାରତୀୟ ହକି ଟିମର ମନୋବଳ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମିରେ ବେଲଜିଅମ ସହ ଟକ୍କରରେ ଖୁବ ସାହସିକତାର ସହ ପ୍ରଦର୍ଶନ କରିଛି ଇଣ୍ଡିଆନ ଟିମ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଖେଳପ୍ରେମୀଙ୍କୁ ଭାରତୀୟ ହକି ଟିମ୍‌ଙ୍କ ଏହି ପ୍ରୟାସ ଖୁବ ଉତ୍ସାହିତ କରିଛି। ସେମିରେ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ ଟିମ୍ ଇଣ୍ଡିଆ। ସେଥିପାଇଁ ଶୁଭେଚ୍ଛା […]

ଭୁବନେଶ୍ୱର: ସେମିଫାଇନାଲରେ ବେଲଜିୟମ ଠାରୁ ୫-୨ରେ ହାରିଲା ଭାରତୀୟ ପୁରୁଷ ହକି ଦଳ। ହାରିବା ପରେ ଭାରତୀୟ ହକି ଟିମର ମନୋବଳ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମିରେ ବେଲଜିଅମ ସହ ଟକ୍କରରେ ଖୁବ ସାହସିକତାର ସହ ପ୍ରଦର୍ଶନ କରିଛି ଇଣ୍ଡିଆନ ଟିମ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଖେଳପ୍ରେମୀଙ୍କୁ ଭାରତୀୟ ହକି ଟିମ୍‌ଙ୍କ ଏହି ପ୍ରୟାସ ଖୁବ ଉତ୍ସାହିତ କରିଛି। ସେମିରେ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ ଟିମ୍ ଇଣ୍ଡିଆ। ସେଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମି ଫାଇନାଲ ମ୍ୟାଚ୍ ଦେଖୁଥିବା ଟ୍ୱିଟ୍ କରିଥିଲେ। ମ୍ୟାଚ୍ ସରିବା ପରେ ଭାରତୀୟ ହକି ଟିମ୍‌ର ଭଲ ଡିଫେଣ୍ଡକୁ ପ୍ରଶଂସା କରିଛନ୍ତି। ଆଗାମୀ ମ୍ୟାଚ୍ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି। ଦେଶ ଭାରତୀୟ ହକି ଟିମ୍‌ ପାଇଁ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

03 Aug 2021 By The Sakala

ଟୋକିଓ ଅଲିମ୍ପିକ୍ସ: ସେମିଫାଇନାଲରେ ବେଲଜିୟମ ଠାରୁ ହାରିଲା ଭାରତ, ଖେଳାଳୀଙ୍କ ମନୋବଳ ବଢାଇଲେ ମୁଖ୍ଯମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ସେମିଫାଇନାଲରେ ବେଲଜିୟମ ଠାରୁ ୫-୨ରେ ହାରିଲା ଭାରତୀୟ ପୁରୁଷ ହକି ଦଳ। ହାରିବା ପରେ ଭାରତୀୟ ହକି ଟିମର ମନୋବଳ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମିରେ ବେଲଜିଅମ ସହ ଟକ୍କରରେ ଖୁବ ସାହସିକତାର ସହ ପ୍ରଦର୍ଶନ କରିଛି ଇଣ୍ଡିଆନ ଟିମ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଖେଳପ୍ରେମୀଙ୍କୁ ଭାରତୀୟ ହକି ଟିମ୍‌ଙ୍କ ଏହି ପ୍ରୟାସ ଖୁବ ଉତ୍ସାହିତ କରିଛି। ସେମିରେ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ ଟିମ୍ ଇଣ୍ଡିଆ। ସେଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମି ଫାଇନାଲ ମ୍ୟାଚ୍ ଦେଖୁଥିବା ଟ୍ୱିଟ୍ କରିଥିଲେ। ମ୍ୟାଚ୍ ସରିବା ପରେ ଭାରତୀୟ ହକି ଟିମ୍‌ର ଭଲ ଡିଫେଣ୍ଡକୁ ପ୍ରଶଂସା କରିଛନ୍ତି। ଆଗାମୀ ମ୍ୟାଚ୍ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି। ଦେଶ ଭାରତୀୟ ହକି ଟିମ୍‌ ପାଇଁ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

https://www.thesakala.in/latest-odisha-news/cm-naveen-patnaik-and-pm-narendra-modi-boosted-the-morale-of-the-indian-hockey-team/article-4329
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର