ପଞ୍ଚୁକ ବୁଡ଼ ପକାଇବାକୁ ଯାଇ ଘୋଡ଼ାହାଡ଼ ନଦୀରେ ବୁଡି ଦୁଇ ମହିଳା ମୃତ

Madhusudan Das Picture
Published On

ଦିଗପହଣ୍ଡି: ପଞ୍ଚୁକ ବୁଡ଼ ପାଇଁ ନଦକୁ ଯାଇଥିବା ବେଳେ ଅଘଟଣ। ବୁଡ଼ ପକାଇବାବେଳେ ନଦୀରେ ଭାସିଯାଇ ଦୁଇଜଣ ମହିଳା ମୃତ୍ୟୁବରଣ କରିଛନ୍ତି । ମୃତକ ମହିଳା ଦୁଇଜଣ ହେଲେ ସବିତା ଗୌଡ଼ ଏବଂ ଲଳିତ ପାଢ଼ୀ । ଦିଗପହଣ୍ଡି ଖମାରିଗାଁ ପଞ୍ଚାୟତ ସେବକ ଟିକରପଡା ଘୋଡ଼ାହାଡ଼ ନଦୀରେ ବୁଡ଼ ପକାଉଥିବା ବେଳେ ଭାସି ଯାଇଥିଲେ ମହିଳା । ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ମୃତକଙ୍କ ମୃତଦେହକୁ ଘୋଡ଼ାହାଡ଼ ନଦୀରୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ରାତି ତିନିଟାରେ ବୁଡ଼ ପାଇଁ ୪୦ଜଣ ମହିଳା ନଦୀକୁ ଯାଇଥିବା ବେଳେ ନଦୀ ଗଣ୍ଡରେ ଭାସି ଯାଇଥିଲେ । ଘଟଣା ବିଷୟରେ ଜାଣିବା ପରେ ଟିକରପଡ଼ା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

03 Nov 2025 By Madhusudan Das

ପଞ୍ଚୁକ ବୁଡ଼ ପକାଇବାକୁ ଯାଇ ଘୋଡ଼ାହାଡ଼ ନଦୀରେ ବୁଡି ଦୁଇ ମହିଳା ମୃତ

ଦିଗପହଣ୍ଡି: ପଞ୍ଚୁକ ବୁଡ଼ ପାଇଁ ନଦକୁ ଯାଇଥିବା ବେଳେ ଅଘଟଣ। ବୁଡ଼ ପକାଇବାବେଳେ ନଦୀରେ ଭାସିଯାଇ ଦୁଇଜଣ ମହିଳା ମୃତ୍ୟୁବରଣ କରିଛନ୍ତି । ମୃତକ ମହିଳା ଦୁଇଜଣ ହେଲେ ସବିତା ଗୌଡ଼ ଏବଂ ଲଳିତ ପାଢ଼ୀ । ଦିଗପହଣ୍ଡି ଖମାରିଗାଁ ପଞ୍ଚାୟତ ସେବକ ଟିକରପଡା ଘୋଡ଼ାହାଡ଼ ନଦୀରେ ବୁଡ଼ ପକାଉଥିବା ବେଳେ ଭାସି ଯାଇଥିଲେ ମହିଳା । ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ମୃତକଙ୍କ ମୃତଦେହକୁ ଘୋଡ଼ାହାଡ଼ ନଦୀରୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ରାତି ତିନିଟାରେ ବୁଡ଼ ପାଇଁ ୪୦ଜଣ ମହିଳା ନଦୀକୁ ଯାଇଥିବା ବେଳେ ନଦୀ ଗଣ୍ଡରେ ଭାସି ଯାଇଥିଲେ । ଘଟଣା ବିଷୟରେ ଜାଣିବା ପରେ ଟିକରପଡ଼ା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

https://www.thesakala.in/latest-odisha-news/two-women-drown-in-ghodahada-river-after-going-for-a-dip-in-panchuka/article-42947
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର