ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ପାସ ହାର ୫୬.୨୩ ପ୍ରତିଶତ

The Sakala Picture
Published On

କଟକ: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ମୋଟ ପରୀକ୍ଷାର୍ଥୀ ୩୪୫୭ ଜଣ ରହିଥିବା ବେଳେ ୧୯୪୪ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ଏହା ସହ ପାସ ହାର ୫୬.୨୩ ପ୍ରତିଶତ ରହିଛି। ସେହିପରି ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ଯ ପ୍ରକାଶ ପାଇଛି। ମୋଟ ପରୀକ୍ଷାର୍ଥୀ ୧୦ ହଜାର ୮୦୯ ରହିଥିବାବେଳେ ୫୯୭୩ ଜଣ ପାସ୍ କରିଛନ୍ତି। ଏଥି ସହ ପାସ ହାର ୫୫.୨୬ ପ୍ରତିଶତ ରହିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର