ଲୁଟି ନ ପାରି ରାଗରେ ଏଟିଏମ୍‌ ଭାଙ୍ଗିଦେଲେ

The Sakala Picture
Published On

ତମାଣ୍ଡୋ : ଏଟିଏମ ଲୁଟ ଉଦ୍ୟମ ପଣ୍ଡ ହେବା ପରେ ରାଗରେ ଲୁଟିବାକୁ ଆସିଥିବା ଦୁର୍ବୃତ୍ତମାନେ ମେସିନ୍‌କୁ ଭାଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖୀବାକୁ ମିଳିଛି ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ମେଣ୍ଢାଶାଳ ବଜାରରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମକୁ ଲୁଟ୍‌ ଉଦ୍ୟମ କରି ବିଫଳ ହେବା ପରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ଉକ୍ତ ଏଟିଏମକୁ ଲାଗି ରହିଥିବା ଦୋକାନୀମାନେ ଏହା ଦେଖି ପୁଲିସକୁ […]

ତମାଣ୍ଡୋ : ଏଟିଏମ ଲୁଟ ଉଦ୍ୟମ ପଣ୍ଡ ହେବା ପରେ ରାଗରେ ଲୁଟିବାକୁ ଆସିଥିବା ଦୁର୍ବୃତ୍ତମାନେ ମେସିନ୍‌କୁ ଭାଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖୀବାକୁ ମିଳିଛି ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ମେଣ୍ଢାଶାଳ ବଜାରରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମକୁ ଲୁଟ୍‌ ଉଦ୍ୟମ କରି ବିଫଳ ହେବା ପରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ଉକ୍ତ ଏଟିଏମକୁ ଲାଗି ରହିଥିବା ଦୋକାନୀମାନେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଖବରପାଇ ମେଣ୍ଢାଶାଳ ଫାଣ୍ଡି ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ବୃତ୍ତମାନେ କୌଣସି ଟଙ୍କା ନେଇ ପାରି ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଟିଏମରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଦୁର୍ବୃତ୍ତମାନେ ତାଡି ନେଇଥିବା ବେଳେ ହାର୍ଡଡିସ୍କକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

29 Jul 2021 By The Sakala

ଲୁଟି ନ ପାରି ରାଗରେ ଏଟିଏମ୍‌ ଭାଙ୍ଗିଦେଲେ

ତମାଣ୍ଡୋ : ଏଟିଏମ ଲୁଟ ଉଦ୍ୟମ ପଣ୍ଡ ହେବା ପରେ ରାଗରେ ଲୁଟିବାକୁ ଆସିଥିବା ଦୁର୍ବୃତ୍ତମାନେ ମେସିନ୍‌କୁ ଭାଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖୀବାକୁ ମିଳିଛି ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ମେଣ୍ଢାଶାଳ ବଜାରରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମକୁ ଲୁଟ୍‌ ଉଦ୍ୟମ କରି ବିଫଳ ହେବା ପରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ଉକ୍ତ ଏଟିଏମକୁ ଲାଗି ରହିଥିବା ଦୋକାନୀମାନେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଖବରପାଇ ମେଣ୍ଢାଶାଳ ଫାଣ୍ଡି ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ବୃତ୍ତମାନେ କୌଣସି ଟଙ୍କା ନେଇ ପାରି ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଟିଏମରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଦୁର୍ବୃତ୍ତମାନେ ତାଡି ନେଇଥିବା ବେଳେ ହାର୍ଡଡିସ୍କକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/unable-to-loot-he-angrily-smashed-the-atm/article-4191
Join Us @ WhatsApp

About The Author

29 Jul 2021 By The Sakala

ଲୁଟି ନ ପାରି ରାଗରେ ଏଟିଏମ୍‌ ଭାଙ୍ଗିଦେଲେ

ତମାଣ୍ଡୋ : ଏଟିଏମ ଲୁଟ ଉଦ୍ୟମ ପଣ୍ଡ ହେବା ପରେ ରାଗରେ ଲୁଟିବାକୁ ଆସିଥିବା ଦୁର୍ବୃତ୍ତମାନେ ମେସିନ୍‌କୁ ଭାଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖୀବାକୁ ମିଳିଛି ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ମେଣ୍ଢାଶାଳ ବଜାରରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମକୁ ଲୁଟ୍‌ ଉଦ୍ୟମ କରି ବିଫଳ ହେବା ପରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ଉକ୍ତ ଏଟିଏମକୁ ଲାଗି ରହିଥିବା ଦୋକାନୀମାନେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଖବରପାଇ ମେଣ୍ଢାଶାଳ ଫାଣ୍ଡି ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ବୃତ୍ତମାନେ କୌଣସି ଟଙ୍କା ନେଇ ପାରି ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଟିଏମରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଦୁର୍ବୃତ୍ତମାନେ ତାଡି ନେଇଥିବା ବେଳେ ହାର୍ଡଡିସ୍କକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର