ମାଓବାଦୀଙ୍କ ବର୍ବର କାଣ୍ଡ, ନାୟବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା…
ମାଲକାନଗିରି: ସୀମାନ୍ତରେ ପୁଣି ନିଜର ସ୍ଥିତି ଜାହିର କଲେ ମାଓବାଦୀ। ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ ଘଟାଇଛନ୍ତି।ପୁଲିସ ଇନଫର୍ମର ସନ୍ଦେହରେ ତାର୍ଲବେଡା ନାୟବ ସରପଞ୍ଚଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମୃତକଙ୍କ ନାଁ ମୁଚାକି ରାମା। ଘଟଣା ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।

06 May 2025
By The Sakala

https://www.thesakala.in/latest-odisha-news/brutal-act-by-maoists-deputy-sarpanch-brutally-killed-by-slitting-throat/article-40389