ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ 2334 ଜଣ କରୋନା ପଜିଟିଭ୍

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୩୩୪ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୪୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୯୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୭୪୭୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୩୩୪ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୪୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୯୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୭୪୭୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୮୦ ସଂକ୍ରମିତ ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଅନୁଗୁଳରୁ ୬୪ , ବାଲେଶ୍ୱରରୁ ୧୬୪ , ବରଗଡ଼ ୧୭ , ଭଦ୍ରକ ୧୨୧ , ବଲାଙ୍ଗୀର ୬ , ବୌଦ୍ଧ ୧୩ , କଟକ ୩୭୧ , ଦେବଗଡ଼ ୫ , ଢେଙ୍କାନାଳ ୩୪ , ଗଜପତି ୨ , ଗଞ୍ଜାମ ୬ , ଜଗତସିଂହପୁର ୧୦୧ , ଯାଜପୁର ୧୭୯ , ଝାରସୁଗୁଡ଼ା ୬ , କଳାହାଣ୍ଡି ୯ , କନ୍ଧମାଳ ୨୯ , କେନ୍ଦ୍ରାପଡ଼ା ୧୯୬ , କେନ୍ଦୁଝର ୫୧ , କୋରାପୁଟ ୧୯ , ମାଲକାନଗିରି ୧୩ , ମୟୂରଭଞ୍ଜ ୧୦୪ , ନବରଙ୍ଗପୁର ୭ , ନୟାଗଡ଼ ୯୪ , ନୂଆପଡ଼ା ୩ , ପୁରୀ ୧୦୬ , ରାୟଗଡ଼ା ୩୮, ସମ୍ୱଲପୁର ୨୧, ସୋନପୁର ୧୨ , ସୁନ୍ଦରଗଡ଼ ୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

10 Jul 2021 By The Sakala

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ 2334 ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୩୩୪ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୪୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୯୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୭୪୭୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୮୦ ସଂକ୍ରମିତ ।

ଅନୁଗୁଳରୁ ୬୪ , ବାଲେଶ୍ୱରରୁ ୧୬୪ , ବରଗଡ଼ ୧୭ , ଭଦ୍ରକ ୧୨୧ , ବଲାଙ୍ଗୀର ୬ , ବୌଦ୍ଧ ୧୩ , କଟକ ୩୭୧ , ଦେବଗଡ଼ ୫ , ଢେଙ୍କାନାଳ ୩୪ , ଗଜପତି ୨ , ଗଞ୍ଜାମ ୬ , ଜଗତସିଂହପୁର ୧୦୧ , ଯାଜପୁର ୧୭୯ , ଝାରସୁଗୁଡ଼ା ୬ , କଳାହାଣ୍ଡି ୯ , କନ୍ଧମାଳ ୨୯ , କେନ୍ଦ୍ରାପଡ଼ା ୧୯୬ , କେନ୍ଦୁଝର ୫୧ , କୋରାପୁଟ ୧୯ , ମାଲକାନଗିରି ୧୩ , ମୟୂରଭଞ୍ଜ ୧୦୪ , ନବରଙ୍ଗପୁର ୭ , ନୟାଗଡ଼ ୯୪ , ନୂଆପଡ଼ା ୩ , ପୁରୀ ୧୦୬ , ରାୟଗଡ଼ା ୩୮, ସମ୍ୱଲପୁର ୨୧, ସୋନପୁର ୧୨ , ସୁନ୍ଦରଗଡ଼ ୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର