ରାଜ୍ୟରେ ସମସ୍ତ ଭତ୍ତା ହେବ ୩ ହଜାର ଟଙ୍କା: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

The Sakala Picture
Published On

ଭୁବନେଶ୍ୱର: ସମସ୍ତ ଭତ୍ତା ହେବ ୩ ହଜାର ଟଙ୍କା । ରାଜ୍ୟରେ ସମସ୍ତ ଭତ୍ତା ୩ହଜାର ଟଙ୍କା ବୃଦ୍ଧି ନେଇ ନିଷ୍ପତି ହୋଇଛି। ଏନେଇ ପ୍ରସ୍ତୁତି ଚାଲିଥିବା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ହ ଜାର ଟଙ୍କା ବୃଦ୍ଧି ହେବ ବୋଲି ପ୍ରସ୍ତୁତି ଚାଲିଛି। ମନ୍ତ୍ରୀ କହିଛନ୍ତି ଯେ, ବଜେଟରେ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ […]

ଭୁବନେଶ୍ୱର: ସମସ୍ତ ଭତ୍ତା ହେବ ୩ ହଜାର ଟଙ୍କା । ରାଜ୍ୟରେ ସମସ୍ତ ଭତ୍ତା ୩ହଜାର ଟଙ୍କା ବୃଦ୍ଧି ନେଇ ନିଷ୍ପତି ହୋଇଛି। ଏନେଇ ପ୍ରସ୍ତୁତି ଚାଲିଥିବା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ହ ଜାର ଟଙ୍କା ବୃଦ୍ଧି ହେବ ବୋଲି ପ୍ରସ୍ତୁତି ଚାଲିଛି।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ମନ୍ତ୍ରୀ କହିଛନ୍ତି ଯେ, ବଜେଟରେ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରିବୁ। ଅର୍ଥ ବିଭାଗର ମତ ନେଇ ଖୁବଶୀଘ୍ର ଭତ୍ତା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ବାର୍ଦ୍ଧକ୍ଯ, ବିଧବା ଓ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ରାଶି ୩୦୦୦ ଟଙ୍କାକୁ ବୃଦ୍ଧି କରାବାକୁ ବିଜେପି ପ୍ରତିଶୃତି ଦେଇଥିଲା ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

02 Jul 2024 By The Sakala

ରାଜ୍ୟରେ ସମସ୍ତ ଭତ୍ତା ହେବ ୩ ହଜାର ଟଙ୍କା: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ସମସ୍ତ ଭତ୍ତା ହେବ ୩ ହଜାର ଟଙ୍କା । ରାଜ୍ୟରେ ସମସ୍ତ ଭତ୍ତା ୩ହଜାର ଟଙ୍କା ବୃଦ୍ଧି ନେଇ ନିଷ୍ପତି ହୋଇଛି। ଏନେଇ ପ୍ରସ୍ତୁତି ଚାଲିଥିବା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ହ ଜାର ଟଙ୍କା ବୃଦ୍ଧି ହେବ ବୋଲି ପ୍ରସ୍ତୁତି ଚାଲିଛି।

ମନ୍ତ୍ରୀ କହିଛନ୍ତି ଯେ, ବଜେଟରେ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରିବୁ। ଅର୍ଥ ବିଭାଗର ମତ ନେଇ ଖୁବଶୀଘ୍ର ଭତ୍ତା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ବାର୍ଦ୍ଧକ୍ଯ, ବିଧବା ଓ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ରାଶି ୩୦୦୦ ଟଙ୍କାକୁ ବୃଦ୍ଧି କରାବାକୁ ବିଜେପି ପ୍ରତିଶୃତି ଦେଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର