ବିନା ସ୍ଲଟ ବୁକିଂରେ ହୋମ ଡେଲିଭେରୀ କର୍ମଚାରୀ ଓ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା

The Sakala Picture
Published On

ଭୁବନେଶ୍ୱର: ହୋମ ଡେଲିଭେରୀ କର୍ମଚାରୀ ଓ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା। ଏନେଇ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭ। ବିନା ସ୍ଲଟ ବୁକିଂରେ ହେବ ଟିକାକରଣ। ପର୍ଯ୍ୟାୟ କ୍ରମେ ସ୍ୱିଗି, ଜମାଟୋ ଓ ଡୋମିନସ ଭଳି ହୋମ ଡେଲିଭରି ବୟଙ୍କର ହେବ ଟିକାକରଣ। ରାଜଧାନୀ ଭୁବନେଶ୍ୱରରେ ଟିକାକରଣରୁ କେହି ବଞ୍ଚିତ ହେବେନି। ଏନେଇ ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଉଛି ବିଏମସି। ଜୁଲାଇ ସୁଦ୍ଧା ବିଏମସିରେ ଶତ ପ୍ରତିଶତ […]

ଭୁବନେଶ୍ୱର: ହୋମ ଡେଲିଭେରୀ କର୍ମଚାରୀ ଓ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା। ଏନେଇ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭ। ବିନା ସ୍ଲଟ ବୁକିଂରେ ହେବ ଟିକାକରଣ। ପର୍ଯ୍ୟାୟ କ୍ରମେ ସ୍ୱିଗି, ଜମାଟୋ ଓ ଡୋମିନସ ଭଳି ହୋମ ଡେଲିଭରି ବୟଙ୍କର ହେବ ଟିକାକରଣ। ରାଜଧାନୀ ଭୁବନେଶ୍ୱରରେ ଟିକାକରଣରୁ କେହି ବଞ୍ଚିତ ହେବେନି। ଏନେଇ ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଉଛି ବିଏମସି। ଜୁଲାଇ ସୁଦ୍ଧା ବିଏମସିରେ ଶତ ପ୍ରତିଶତ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

11 Jun 2021 By The Sakala

ବିନା ସ୍ଲଟ ବୁକିଂରେ ହୋମ ଡେଲିଭେରୀ କର୍ମଚାରୀ ଓ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ହୋମ ଡେଲିଭେରୀ କର୍ମଚାରୀ ଓ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା। ଏନେଇ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭ। ବିନା ସ୍ଲଟ ବୁକିଂରେ ହେବ ଟିକାକରଣ। ପର୍ଯ୍ୟାୟ କ୍ରମେ ସ୍ୱିଗି, ଜମାଟୋ ଓ ଡୋମିନସ ଭଳି ହୋମ ଡେଲିଭରି ବୟଙ୍କର ହେବ ଟିକାକରଣ। ରାଜଧାନୀ ଭୁବନେଶ୍ୱରରେ ଟିକାକରଣରୁ କେହି ବଞ୍ଚିତ ହେବେନି। ଏନେଇ ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଉଛି ବିଏମସି। ଜୁଲାଇ ସୁଦ୍ଧା ବିଏମସିରେ ଶତ ପ୍ରତିଶତ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।

https://www.thesakala.in/latest-odisha-news/without-slots-booking-vaccinations-will-be-given-to-home-delivery-staff/article-2864
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର