ପୁନଃଯାଞ୍ଚ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଫେରିପାଇଲା ନାକ୍ ‘ଏ+’ ମାନ୍ୟତା

The Sakala Picture
Published On

ଭୁବନେଶ୍ୱର: ଗାରିମା ଫେରିପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଗତ ଏପ୍ରିଲ ମାସରେ ନାକ୍‌‌ ଟିମ୍‌‌ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ ହ୍ରାସ ଘଟିଥିଲା । ଏହା ପରେ ଏହାକୁ ନେଇ ବିବାଦ ତେଜିଥିଲା। ମାନ୍ୟତାରେ ହ୍ରାସ ଘଟିବା ପରେ କର୍ତ୍ତୃପକ୍ଷ ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ। ତଦନୁଯାୟୀ ନାକ୍‌‌ର ପ୍ରତିନିଧି ମଣ୍ଡଳୀ ପୁଣି ଥରେ କ୍ୟାମ୍ପସ୍‌‌ ପରିଦର୍ଶନରେ ଆସିଥିଲେ।  ପୁଣି ନାକ୍‌‌ ଗ୍ରେଡ଼ ତାଲିକାରେ ‘ଏ+’  ମାନ୍ୟତା ଫେରିପାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ […]

ଭୁବନେଶ୍ୱର: ଗାରିମା ଫେରିପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଗତ ଏପ୍ରିଲ ମାସରେ ନାକ୍‌‌ ଟିମ୍‌‌ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ ହ୍ରାସ ଘଟିଥିଲା । ଏହା ପରେ ଏହାକୁ ନେଇ ବିବାଦ ତେଜିଥିଲା। ମାନ୍ୟତାରେ ହ୍ରାସ ଘଟିବା ପରେ କର୍ତ୍ତୃପକ୍ଷ ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ। ତଦନୁଯାୟୀ ନାକ୍‌‌ର ପ୍ରତିନିଧି ମଣ୍ଡଳୀ ପୁଣି ଥରେ କ୍ୟାମ୍ପସ୍‌‌ ପରିଦର୍ଶନରେ ଆସିଥିଲେ।  ପୁଣି ନାକ୍‌‌ ଗ୍ରେଡ଼ ତାଲିକାରେ ‘ଏ+’  ମାନ୍ୟତା ଫେରିପାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ ଖୁସି ବ୍ୟକ୍ତ କରିବା ସହିତ ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଉଠିଛି । ୨୦୧୬ରେ ନାକ୍‌‌ ଗସ୍ତ ସମୟରେ ଶିକ୍ଷାନୁଷ୍ଠାନକୁ ‘ଏ+’ ଗ୍ରେଡ୍‌‌ ମାନ୍ୟତା ମିଳିଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ରାଜ୍ୟର ପ୍ରଥମ ତଥା ସର୍ବପୁରାତନ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଶୈକ୍ଷିକ ବାତାବରଣ କୌଣସିଥିରେ କମ୍‌‌ ନ ଥିବାବେଳେ ହଠାତ୍‌‌ କାହିଁକି ମାନ୍ୟତା ତଳକୁ ଖସିଲା ବୋଲି ରାଜ୍ୟତମାମ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରାଯାଇଥିଲା। ଯାହାଦ୍ୱାରା ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ୍ୟତା ପୁନଃଯାଞ୍ଚ ଲାଗି କର୍ତ୍ତୃପକ୍ଷ ଆବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

30 Nov 2023 By The Sakala

ପୁନଃଯାଞ୍ଚ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଫେରିପାଇଲା ନାକ୍ ‘ଏ+’ ମାନ୍ୟତା

ଭୁବନେଶ୍ୱର: ଗାରିମା ଫେରିପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଗତ ଏପ୍ରିଲ ମାସରେ ନାକ୍‌‌ ଟିମ୍‌‌ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ ହ୍ରାସ ଘଟିଥିଲା । ଏହା ପରେ ଏହାକୁ ନେଇ ବିବାଦ ତେଜିଥିଲା। ମାନ୍ୟତାରେ ହ୍ରାସ ଘଟିବା ପରେ କର୍ତ୍ତୃପକ୍ଷ ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ। ତଦନୁଯାୟୀ ନାକ୍‌‌ର ପ୍ରତିନିଧି ମଣ୍ଡଳୀ ପୁଣି ଥରେ କ୍ୟାମ୍ପସ୍‌‌ ପରିଦର୍ଶନରେ ଆସିଥିଲେ।  ପୁଣି ନାକ୍‌‌ ଗ୍ରେଡ଼ ତାଲିକାରେ ‘ଏ+’  ମାନ୍ୟତା ଫେରିପାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ ଖୁସି ବ୍ୟକ୍ତ କରିବା ସହିତ ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଉଠିଛି । ୨୦୧୬ରେ ନାକ୍‌‌ ଗସ୍ତ ସମୟରେ ଶିକ୍ଷାନୁଷ୍ଠାନକୁ ‘ଏ+’ ଗ୍ରେଡ୍‌‌ ମାନ୍ୟତା ମିଳିଥିଲା ।

ରାଜ୍ୟର ପ୍ରଥମ ତଥା ସର୍ବପୁରାତନ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଶୈକ୍ଷିକ ବାତାବରଣ କୌଣସିଥିରେ କମ୍‌‌ ନ ଥିବାବେଳେ ହଠାତ୍‌‌ କାହିଁକି ମାନ୍ୟତା ତଳକୁ ଖସିଲା ବୋଲି ରାଜ୍ୟତମାମ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରାଯାଇଥିଲା। ଯାହାଦ୍ୱାରା ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ୍ୟତା ପୁନଃଯାଞ୍ଚ ଲାଗି କର୍ତ୍ତୃପକ୍ଷ ଆବେଦନ କରିଥିଲେ।

https://www.thesakala.in/latest-odisha-news/after-re-verified-utkal-university-returned-the-naac-a-grade/article-27814
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର