ସାପ କାମୁଡ଼ାରେ ଦୁଇ ମୃତ

The Sakala Picture
Published On

ସମ୍ବଲପୁର : ସାପ କାମୁଡ଼ାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଶୋଇଥିବା ବେଳେ ସାପ କାମୁଡ଼ିଦେବାରୁ ଦୁଇ ଭଉଣୀ ମୃତ୍ୟୁବରଣ କରିଛନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ଦୁଇ ଭଉଣୀ ହେଲେ ଲଲିତା ସୋରେନ୍‌ (୧୧) ଓ ସୁସ୍ମିତା ସୋରେନ୍ (୯)। ଗତକାଲି ବଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏହି ଦୁଇ ଭଉଣୀଙ୍କୁ ଏକ ଚିତି ସାପ କାମୁଡ଼ି […]

ସମ୍ବଲପୁର : ସାପ କାମୁଡ଼ାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଶୋଇଥିବା ବେଳେ ସାପ କାମୁଡ଼ିଦେବାରୁ ଦୁଇ ଭଉଣୀ ମୃତ୍ୟୁବରଣ କରିଛନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ଦୁଇ ଭଉଣୀ ହେଲେ ଲଲିତା ସୋରେନ୍‌ (୧୧) ଓ ସୁସ୍ମିତା ସୋରେନ୍ (୯)। ଗତକାଲି ବଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏହି ଦୁଇ ଭଉଣୀଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଘର ଲୋକେ ଗୁଣିଆ ଡାକି ବିଷ କାଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରେଢ଼ାଖୋଲ ଡାକ୍ତରଖାନା ଆଣିଥିଲେ। ତେବେ ସେଠାରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

08 Jun 2021 By The Sakala

ସାପ କାମୁଡ଼ାରେ ଦୁଇ ମୃତ

ସମ୍ବଲପୁର : ସାପ କାମୁଡ଼ାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଶୋଇଥିବା ବେଳେ ସାପ କାମୁଡ଼ିଦେବାରୁ ଦୁଇ ଭଉଣୀ ମୃତ୍ୟୁବରଣ କରିଛନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ଦୁଇ ଭଉଣୀ ହେଲେ ଲଲିତା ସୋରେନ୍‌ (୧୧) ଓ ସୁସ୍ମିତା ସୋରେନ୍ (୯)। ଗତକାଲି ବଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏହି ଦୁଇ ଭଉଣୀଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଘର ଲୋକେ ଗୁଣିଆ ଡାକି ବିଷ କାଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରେଢ଼ାଖୋଲ ଡାକ୍ତରଖାନା ଆଣିଥିଲେ। ତେବେ ସେଠାରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ।

https://www.thesakala.in/latest-odisha-news/two-sisters-died-due-to-snake-bite/article-2780
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର