ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଏମ୍ସ ନିକଟରେ ରାତିରେ ଖୋଲିବ ଆହାର କେନ୍ଦ୍ର, ରୋଗୀଙ୍କ ପରିବାର ହେବେ ଉପକୃତ

The Sakala Picture
Published On

ଭୁବନେଶ୍ବର: ଆଜି ଠାରୁ ଏମ୍ସରେ ନିକଟରେ ରାତିରେ ଖୋଲିବ ଆହର କେନ୍ଦ୍ର । ବିଏସମି ପକ୍ଷରୁ ଏହି ଆହାର କେନ୍ଦ୍ର ଖୋଲାଯିବ। ଆଜି ଏହାର ଉଦଘାଟନ କରିବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ।ରାତି ସମୟରେ ରୋଗୀଙ୍କ ପରିବାରଲୋକଙ୍କୁ ସହାୟ ହେବ ଏହି ଆହାର କେନ୍ଦ୍ର। ୭ଦିନ ଯାକ ରାତିରେ ଖାଦ୍ୟ ମିଳିବ । ଦୁଇଟି ସେଣ୍ଟରରେ ରାତିରେ ୮୦୦ ମିଲ ମିଳିବ ବୋଲି  ମେୟର ସୁଲୋଚନା ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

17 Nov 2023 By The Sakala

ଏମ୍ସ ନିକଟରେ ରାତିରେ ଖୋଲିବ ଆହାର କେନ୍ଦ୍ର, ରୋଗୀଙ୍କ ପରିବାର ହେବେ ଉପକୃତ

ଭୁବନେଶ୍ବର: ଆଜି ଠାରୁ ଏମ୍ସରେ ନିକଟରେ ରାତିରେ ଖୋଲିବ ଆହର କେନ୍ଦ୍ର । ବିଏସମି ପକ୍ଷରୁ ଏହି ଆହାର କେନ୍ଦ୍ର ଖୋଲାଯିବ। ଆଜି ଏହାର ଉଦଘାଟନ କରିବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ।ରାତି ସମୟରେ ରୋଗୀଙ୍କ ପରିବାରଲୋକଙ୍କୁ ସହାୟ ହେବ ଏହି ଆହାର କେନ୍ଦ୍ର। ୭ଦିନ ଯାକ ରାତିରେ ଖାଦ୍ୟ ମିଳିବ । ଦୁଇଟି ସେଣ୍ଟରରେ ରାତିରେ ୮୦୦ ମିଲ ମିଳିବ ବୋଲି  ମେୟର ସୁଲୋଚନା ଦାସ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର