ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୮ ହଜାର ୩୯୯ କରୋନା ଆକ୍ରାନ୍ତ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୮୩୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୪୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୬୫୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧ ଜଣ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୧୧୦୨ ଜଣ ,କଟକ ଜିଲ୍ଲାରୁ ୭୬୬ ଜଣ […]

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୮୩୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୪୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୬୫୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧ ଜଣ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୧୧୦୨ ଜଣ ,କଟକ ଜିଲ୍ଲାରୁ ୭୬୬ ଜଣ ରହିଥିବା ଜଣାପଡ଼ିଛି। ସେହିପରି ପୁରୀରୁ ୪୭୫ ଜଣ, ଯାଜପୁରରୁ ୫୧୪ ଜଣ, ମୟୂରଭଞ୍ଜରୁ ୪୮୫ ଜଣ, ବରଗଡ଼ରୁ ୧୯୩ ଜଣ,ବୌଦ୍ଧରୁ ୧୬୬ ଜଣ,ଅନୁଗୁଳରୁ ୪୬୮ ଜଣ, ଢ଼େଙ୍କାନାଳରୁ ୪୫୧ ଜଣ,ନୟାଗଡ଼ରୁ ୨୨୩ ଜଣ, ନବରଙ୍ଗପୁରରୁ ୨୦୦ ଜଣ, କୋରାପୁଟରୁ ୧୭୮ ଜଣ, କଳାହାଣ୍ଡିରୁ ୧୯୦ ଜଣ,ସୁନ୍ଦରଗଡ଼ରୁ ୪୭୭ ଜଣ, ରାୟଗଡ଼ାରୁ ୨୯୨ ଜଣ, ଗଞ୍ଜାମରୁ ୬୫ ଜଣ, ଜଗତସିଂହପୁରୁ ୨୬୯ ଜଣ,ସୋନପୁରରୁ ୧୪୩ ଜଣ, ସମ୍ବଲପୁରରୁ ୧୯୧ ଜଣ, ଝାରସୁଗୁଡ଼ାରୁ ୫୩ ଜଣ, କେନ୍ଦ୍ରାପଡ଼ାରୁ ୨୧୦ ଜଣ, ଗଜପତିରୁ ୮୦ ଜଣ, ବାଲେଶ୍ବରରୁ ୨୪୦ ଜଣ, ବଲାଙ୍ଗୀରରୁ ୧୧୬ ଜଣ, ମାଲକାନଗିରିରୁ ୧୨୮ ଜଣ, ଭଦ୍ରକରୁ ୧୪୭ ଜଣ, ନୂଆପଡ଼ାରୁ ୩୪ ଜଣ, ଦେବଗଡ଼ରୁ ୮୧ ଜଣ, କେନ୍ଦୁଝରରୁ ୧୮୬ ଜଣ , କନ୍ଧମାଳରୁ ୯୫ ଜଣ ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

02 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର