ପୁତୁରାର ପନିକି ଚୋଟରେ କକା ମୃତ, ଅଭିଯୁକ୍ତ ଥାନାରେ ଅଟକ

The Sakala Picture
Published On

ସୁବର୍ଣ୍ଣପୁର: ପୁତୁରାର ପନିକି ଚୋଟରେ କକା ମୃତ । ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଳି ଗ୍ରାମରେ । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ କକା ନବୀନ ଭୋଇ ଘରେ ବସିଥିବା ବେଳେ ପୁତୁରା ଉଜ୍ଜଳ ଭୋଇ ପନିକିରେ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ କକାର ମୃତ୍ୟୁ ହୋଇଯାଇଥିଲା । ତେବେ ହତ୍ୟାକାଣ୍ଡର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଡୁଙ୍ଗୁରିପାଲି […]

ସୁବର୍ଣ୍ଣପୁର: ପୁତୁରାର ପନିକି ଚୋଟରେ କକା ମୃତ । ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଳି ଗ୍ରାମରେ । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ କକା ନବୀନ ଭୋଇ ଘରେ ବସିଥିବା ବେଳେ ପୁତୁରା ଉଜ୍ଜଳ ଭୋଇ ପନିକିରେ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ କକାର ମୃତ୍ୟୁ ହୋଇଯାଇଥିଲା । ତେବେ ହତ୍ୟାକାଣ୍ଡର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଡୁଙ୍ଗୁରିପାଲି ପୋଲିସ ପହଁଚି ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

28 Sep 2023 By The Sakala

ପୁତୁରାର ପନିକି ଚୋଟରେ କକା ମୃତ, ଅଭିଯୁକ୍ତ ଥାନାରେ ଅଟକ

ସୁବର୍ଣ୍ଣପୁର: ପୁତୁରାର ପନିକି ଚୋଟରେ କକା ମୃତ । ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଳି ଗ୍ରାମରେ । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ କକା ନବୀନ ଭୋଇ ଘରେ ବସିଥିବା ବେଳେ ପୁତୁରା ଉଜ୍ଜଳ ଭୋଇ ପନିକିରେ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ କକାର ମୃତ୍ୟୁ ହୋଇଯାଇଥିଲା । ତେବେ ହତ୍ୟାକାଣ୍ଡର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଡୁଙ୍ଗୁରିପାଲି ପୋଲିସ ପହଁଚି ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର