୧୫ ଦିନରେ ପୂରଣ ହେଲା ୨୭ ବର୍ଷର ସମସ୍ୟା, ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଜଣାଇଲେ କୃତଜ୍ଞତା

The Sakala Picture
Published On

ବଲାଙ୍ଗୀର: ଲୋଇସିଂହା ତହସିଲ ପାଇଁ ବିଭିନ୍ନ ପଦବୀ ପୂରଣ ହୋଇଛି। ୨୭ ବର୍ଷର ସମସ୍ୟା ୧୫ ଦିନରେ ପୂରଣ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ।  ବଲାଙ୍ଗୀର ଗସ୍ତ ସମୟରେ ୫ଟି ସଚିବଙ୍କୁ ଲୋଇସିଂହା ତହସିଲ ସମସ୍ୟା ନେଇ ଅବଗତ କରିଥିଲା ଜିଲ୍ଲା ରାଜସ୍ୱ ଅମଲା ସଂଘ। ୧୫ ଦିନରେ ସମସ୍ୟାର ସମାଧାନ ହୋଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜସ୍ୱ ଅମଲା ସଂଘ ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

23 Aug 2023 By The Sakala

୧୫ ଦିନରେ ପୂରଣ ହେଲା ୨୭ ବର୍ଷର ସମସ୍ୟା, ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର: ଲୋଇସିଂହା ତହସିଲ ପାଇଁ ବିଭିନ୍ନ ପଦବୀ ପୂରଣ ହୋଇଛି। ୨୭ ବର୍ଷର ସମସ୍ୟା ୧୫ ଦିନରେ ପୂରଣ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ।  ବଲାଙ୍ଗୀର ଗସ୍ତ ସମୟରେ ୫ଟି ସଚିବଙ୍କୁ ଲୋଇସିଂହା ତହସିଲ ସମସ୍ୟା ନେଇ ଅବଗତ କରିଥିଲା ଜିଲ୍ଲା ରାଜସ୍ୱ ଅମଲା ସଂଘ। ୧୫ ଦିନରେ ସମସ୍ୟାର ସମାଧାନ ହୋଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜସ୍ୱ ଅମଲା ସଂଘ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର