ମନୋରଞ୍ଜନ
ଓଡ଼ିଶା
ଜୁଲାଇ ୨୩ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ଭୁବନେଶ୍ବର:୨୩ରେ ଖୋଲିବ ହୀରାକୁଦ ଗେଟ୍ । ଜୁଲାଇ ୨୩ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ । ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ବନ୍ୟାଜଳ ନିଷ୍କାସିତ ହେବ। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢୁଛି। ଏହି ବନ୍ୟାଜଳ ଛଡାଗଲେ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏ ନେଇ ଜନସାଧାରଣଙ୍କୁ ଆଗୁଆ ସତର୍କତା କରାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର