୩୦୦ ଟଙ୍କା ଦିଅନ୍ତୁ ଲକ୍‌ଡାଉନ୍‌ରେ ମନଇଚ୍ଛା ବୁଲନ୍ତୁ

The Sakala Picture
Published On

ଭୁବନେଶ୍ୱର: ଫେକ୍ ଆଇଡି କାର୍ଡ ତିଆରି କରି ବନ୍ଧା ହେଲେ ଯୁବକ । ଲକଡାଉନ ଓ ସଟଡାଉନରେ ୩୦୦ଟଙ୍କା ବିନିମୟରେ ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଯୁବକ ଜଣକ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ଯୋଗାଉଥିଲେ। ଏଭଳି ନକଲି ଆଇକାର୍ଡ ବିକି ଧରାପଡିଲେ ଯୁବକ । ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ମିଡିଆ ହାଉସ ନାଁରେ ଆଇକାର୍ଡ କରି ବ୍ୟକ୍ତି ଜଣଙ୍କ ବିକୁଥିଲା । ଯୁବକଙ୍କ ନିକଟରୁ ୧୦୦ରୁ ଅଧିକ ନକଲି ଆଇକାର୍ଡ ଜବତ କରିଛି ଚନ୍ଦ୍ରଶେଖର […]

ଭୁବନେଶ୍ୱର: ଫେକ୍ ଆଇଡି କାର୍ଡ ତିଆରି କରି ବନ୍ଧା ହେଲେ ଯୁବକ । ଲକଡାଉନ ଓ ସଟଡାଉନରେ ୩୦୦ଟଙ୍କା ବିନିମୟରେ ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଯୁବକ ଜଣକ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ଯୋଗାଉଥିଲେ। ଏଭଳି ନକଲି ଆଇକାର୍ଡ ବିକି ଧରାପଡିଲେ ଯୁବକ । ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ମିଡିଆ ହାଉସ ନାଁରେ ଆଇକାର୍ଡ କରି ବ୍ୟକ୍ତି ଜଣଙ୍କ ବିକୁଥିଲା । ଯୁବକଙ୍କ ନିକଟରୁ ୧୦୦ରୁ ଅଧିକ ନକଲି ଆଇକାର୍ଡ ଜବତ କରିଛି ଚନ୍ଦ୍ରଶେଖର ପୋଲିସ । ଯେଉଁ ଆଇ କାର୍ଡ ଜରୁରୀ କାଳୀନ ସେବାରେ ଲାଗି ପାରିବ ସେହିପରି ଆଇ କାର୍ଡ ଅମାନିଆଙ୍କୁ ଯୁବକ ଜଣକ ଯୋଗାଉ ଥିଲେ । ଡମଣା ଅଞ୍ଚଳର ଏଭଳି ଜଣେ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖର ପୋଲିସ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଡମଣା ଅଞ୍ଚଳର ଏହି ଯୁବକ ଜଣକ ଏକ ଦୋକାନ ଦେଇ ସେଠାରେ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ପ୍ରସ୍ତୁତ କରୁଥିଲେ । ଗୋଟିଏ ଆଇ କାର୍ଡକୁ ୩୦୦ ରୁ ୫୦୦ ଟଙ୍କାରେ ଅମାନିଆଙ୍କୁ ବିକ୍ରି କରୁଥିଲେ । ସେଠାରେ ବିଭିନ୍ନ କମ୍ପାନୀର ନକଲି ଆଇ କାର୍ଡ ପ୍ରସ୍ତୁତ କରି ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଦେଉଥିଲେ ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର